Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ । କନକ…

ବଲାଙ୍ଗୀର ସବ୍‌ ଜେଲ୍‌ର ଆଉ ୩୩ କଏଦୀ କରୋନା ପଜିଟିଭ

ପାଟନାଗଡ: ସୋମବାର ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଥିବା ସବ-ଜେଲରେ ଆଉ ୩୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏହି ମାମଲା ବୃଦ୍ଧି ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୪ କୁ ପହଞ୍ଚିଛି। ଗତ ସପ୍ତାହରେ, ୫୧ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।…

ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ପ୍ରାଣ ହରାଇଲେ ୧୦ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ପ୍ରାଣ ହରାଇଲେ ୧୦ ଜଣ ମାଓବାଦୀ। ଫୋଡ ପୋଇଜନିଙ୍ଗ କରୋନା ଆକ୍ରାନ୍ତ ହେବା ପରେ ୧୦ ଜଣ ନକ୍ସଲ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଛନ୍ତି। ସୁକୁମା ଜିଲ୍ଲାର ଦରନାପାଲ ସହ କଣ୍ଟା ଅଞ୍ଚଳରୁ ଟିକା ସହ ମେଡ଼ିସିନ ମଧ୍ୟ ଲୁଟି…

ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଯୋଗାଉଛନ୍ତି ଖାଦ୍ୟ

ଭୁବନେଶ୍ୱର: କରୋନାର ପ୍ରକୋପ ଜାରି ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅଧିକାଂଶ କୋଭିଡ୍ ଆକ୍ରାନ୍ତ ପ୍ରାୟ ୮୦ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏଭଳି ସମୟରେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି…

କାଳବୈଶାଖୀ ନେଇ ୧୫ ଜିଲ୍କାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବାର…

କରୋନା ନେଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

ରାୟଗଡ଼ା: କରୋନା କବଳରେ କୋଭିଡ୍ ଯୋଦ୍ଧା । ରାଜ୍ୟରେ କରୋନା ମହାମାରୀ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇ ଚାଲିଛି । କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବେଙ୍ଗଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଶରତ…

ଶ୍ରୀକ୍ଷେତ୍ରରେ କେମିତି ହେବ ଚନ୍ଦନ ଯାତ୍ରା, ଆଜି ଛତିଶା ନିଯୋଗ ବୈଠକରେ ବିଚାରବିମର୍ଶ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ । ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ…

ଆଜି ପୁଣି ବଢ଼ିଲା ତୈଳଦର, ରାଜ୍ୟର ୧୨ ଜିଲ୍ଲାରେ ୯୫ ଉପରେ ପେଟ୍ରୋଲ

ଭୁବନେଶ୍ୱର: ତୈଳ କମ୍ପାନୀ ପୁଣି ମଙ୍ଗଳବାର ଡିଜେଲ ଓ ପେଟ୍ରୋଲ ଦର ବଢ଼ାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୦ ପଇସା ମହଙ୍ଗା ହୋଇଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏବେ ତେଲଦର ବଢ଼ି ବଢ଼ି ଚାଲିଛି । ନିର୍ବାଚନ ପରେ ୬ ଦିନ…

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ ।…

ଓଡ଼ିଶାର ୧୦ ଜିଲ୍ଲାରୁ କରୋନା ନେଲା ୧୮ ଜୀବନ, ଅନୁଗୋଳରୁ ସର୍ବାଧିକ

ଅନୁଗୋଳ: ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ୧୮ ଆକ୍ରାନ୍ତ । ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଜିଲ୍ଲାରୁ ଦିନକରେ ଚାରି ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା…