Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତିରୁ ଆଶ୍ୱସ୍ତି: ଆଗାମୀ ୩ ଦିନ କାଳବୈଶାଖୀ ସମ୍ଭାବନା, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୫ ଜିଲ୍ଲାକୁ ସତର୍କ କରିଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲ୍ଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି…

ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ବିଜେଡି ନିଜର ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିବା ବେଳେ, କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର । ତାଲିକାରେ…

ପିପିଲି ପାଇଁ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ । ଏଥିପାଇଁ କ୍ୟାମ୍ପେନରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ନିର୍ବାଚନରେ ପ୍ରଚାର ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର…

କରୋନା ପାଇଁ ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା : କରୋନା ସଂକ୍ରମଣ ପାଇଁ ଝାରସୁଗୁଡ଼ାରେ ବନ୍ଦ ରହିବ ସାପ୍ତାହିକ ହାଟ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ସାପ୍ତାହିକ ହାଟ…

ଉ‌ତ୍କଳ ଦିବସ ରାଉଣ୍ଡ ଟେବୁଲ ବୈଠକରେ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଏପ୍ରିଲ ପହିଲା ଉ‌ତ୍କଳ ଦିବସ ଅବସରରେ 'ଓଡିଶା ପଜିଟିଭ୍' ଓ 'ରୂଟସ୍ ଅଫ୍ ଓଡ଼ିଶା'ର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ ବିଷୟରେ ନୂଆଦିଲ୍ଲୀରେ ଏକ ଜାତୀୟ ସ୍ତରର ରାଉଣ୍ଡ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ସାମାଜିକ ମାଧ୍ୟମରେ ସିଧା ପ୍ରସାରଣ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ ଲାଗିଛି ଏହି ସବୁ କ୍ୟାମେରା । ଅପରାଧିଙ୍କ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଦିନକୁ ଦିନ ଚୋରି ଓ ଡକାୟତି ପରି ଅନେକ ଅପରାଧ ସଂଖ୍ୟା ବଢୁଛି । ଅପରାଧିଙ୍କ ଉପରେ ନଜର ରଖିବା ଲାଗି ସହରବାସୀ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଶେଷରେ…

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା…

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍…

ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଗୁରୁବାର ଦିନ ଓଡିଶାର ୨୨ଟି ସିନେମା ହଲରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର କାହାଣୀ ରୋମାଣ୍ଟିକ୍‌ ଡ୍ରାମା ଉପରେ ଆଧାରିତ। ଏଥିରେ ଅଭିଷେକ ରଥ, ଅଙ୍କିତା, ମହିମା ଏବଂ ଶକ୍ତି ବରାଳ ପ୍ରମୁଖ ଭୂମିକାରେ ଅଭିନୟ…