Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ିଲା ପଜିଟିଭ୍ କେସ୍, ରାଜ୍ୟକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ । କଡ଼ାକଡ଼ି ହେଉଛି କଟକଣା । ସଂକ୍ରମଣ ପାଞ୍ଚ ଶହ ମୁହାଁ ହୋଇଥିବା ବେଳେ ମୁକାବିଲା ପାଇଁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।…

ସରିଲା ଓଡ଼ିଆ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ; ଖୁବ୍‌ ଶୀଘ୍ର ଆରମ୍ଭ ହେବ ସୁଟିଂ

ଭୁବନେଶ୍ୱର: ଓଲିଉଡ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ ଶୁକ୍ରବାର ଦିନ ସହରର ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ରର କାହାଣୀ ଜଣେ ମହିଳା ଗାୟିକଙ୍କ ସଂଘର୍ଷ ଉପରେ ଆଧାରିତ। ଚଳଚ୍ଚିତ୍ରରଟି ଗାୟିକ ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ସହିତ ସମାନ ବୋଲି ପ୍ରଡକ୍ସନ୍…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୀକ୍ଷାନ୍ତ ଭାଷଣରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ଓଡ଼ିଆରେ ସେ ଭାଷଣ ଆରମ୍ଭ କରିଥିଲେ । ଉପରାଷ୍ଟ୍ରପତି କହିଛନ୍ତି, ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର…

ନିର୍ଦ୍ଧାରିତ ଅବଧି ପୂର୍ବରୁ ସରିପାରେ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଚଳିତ ଥର ବିଧାନସଭାର ବଜେଟ୍ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ଗୋଟିଏ ବିଲ୍ ଓ ୪ଟି ସଂଶୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା କରାଯିବ।…

୨୮ ଜିଲ୍ଲାରୁ ୪୫୨ କୋଭିଡ୍ ସଂକ୍ରମିତ ଚିହ୍ନଟ, ମାଲକାନଗିରିକୁ ଫେରିଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେଲା ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଉପରେ ରହୁଛି । ଗତ ୪୨ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୪୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୭ଟି ମାମଲା ଆସିଥିବା ବେଳେ ୧୮୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧା…

ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍

ସୁନ୍ଦରଗଡ଼: ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ସୁନ୍ଦରଗଡ଼ରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ…

ସମ୍ୱଲପୁର ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ସମ୍ୱଲପୁର: ପୁଣି ସମ୍ୱଲପୁରରୁ ଆସିଛି ରାଗିଂ ଅଭିଯୋଗ । ଭାମସାର, ଭିସୁଟ୍ ପରେ ସମ୍ୱଲପୁରରେ ହୋମିଓପାଥି କଲେଜରେ ରାଗିଂ ନେଇ ଅଭିଯୋଗ ଏବେ ସାମନାକୁ ଆସିଛି । ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଦ୍ୱିତୀୟ ବର୍ଷର ଛାତ୍ରୀ । ଛାତ୍ରଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀ…

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି । ସକାଳ ସାଢ଼େ ୧୦ଟାରେ ଆରମ୍ଭ…

ବିଜେପି କରୁଛି ଶସ୍ତା ରାଜନୀତି, ଓଡ଼ିଶାରେ ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜୁଳି ଦର ବୃଦ୍ଧି ନେଇ ବିଜେପି ନେତାମାନେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ ଦରବୃଦ୍ଧି ଓଡିଶା ଠାରୁ ଢେର ଅଧିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍…