Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୁ ଡାକି ନେଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ, ଜାଣନ୍ତୁ କାରଣ…

ନବରଙ୍ଗପୁର: ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗାଁର ମେଡିକାଲ ଷ୍ଟୋର ମାଲିକ କାହ୍ନୁ ଦାଶଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ଛତିଶଗଡ଼ରେ ମାଡୁଛି ମହାମାରୀ, ମାଲକାନଗିରିକୁ ଗୋଡ଼ାଉଛି ଭୟ

ଭୁବନେଶ୍ୱର: ଦେଶରେ କରୋନାର ଲେଉଟାଣି । ପୁଣି ଥରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଓଡ଼ିଶାରେ ବି ଦୈନିକ କେସ୍ ବଢୁଛି । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପରେ ବଢ଼ିଛି ଓଡ଼ିଶାର ଟେନସନ୍ । ବିଶେଷ କରି ପଡ଼ୋଶୀ ଜିଲ୍ଲା ମାଲକାନଗିରିକୁ ସଂକ୍ରମଣ ଭୟ ଅଧିକ । ବର୍ତ୍ତମାନ ମାଲକାନଗିରି…

ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭ୍, ୪ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା କେସ୍ । ଆଜି ସଂକ୍ରମଣ ଦେଢ଼ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୧ଟି । ୪ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦ରୁ…

ଅଡିଓ ଭାଇରାଲ୍ ପ୍ରସଙ୍ଗ: ବିଧାନସଭାରେ ପ୍ରଦୀପ୍ତ-ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ସେ…

ଟଙ୍କା ନେଣଦେଣକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ସୋନପୁର: ଟଙ୍କା ନେଣଦେଣକୁ କେନ୍ଦ୍ର କରି ଫୁଟିଲା ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟାରେ ଗୁଳିମାଡ଼ ହୋଇଛି । ଜଣେ ଜେସିବି ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ । ଜେସିବି ଡ୍ରାଇଭର ଅଡାଲ ଗାଁର ଭଜନ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

ଚଳିତ ବର୍ଷ ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି, ଓଡିଶା ପର୍ବ ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଯାଉଛି । ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭରେ…

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ଭଦ୍ରକ: ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି । ବେଆଇନ୍ ଗୋ ଚାଲାଣ ହେଉଥିବା ଖବର…

ସମ୍ବଲପୁରରେ ଗଜରାଜଙ୍କ ଉତ୍ପାତ, ୨ ଶ୍ରମିକ ମୃତ

ସମ୍ବଲପୁର: ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଅଘଟଣ । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ଘର ବରଗଡ ଅଂଚଳରେ ବୋଲି ଜଣାପଡିଛି । ପୋଲିସ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ…

ମାଓବାଦୀଙ୍କ ବିସ୍ଫୋରଣରେ ଥରିଲା ନାରାୟଣପୁର

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ଛତିଶଗଡ ନାରାୟଣପର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଶକ୍ତିଶାଳୀ ବିସ୍ଫୋରଣରେ ଉଡିଲା ଡିଆରଜି ଯବାନଙ୍କ ବସ୍ । ଗୁରୁତରଙ୍କ ସଂଖ୍ୟା ୧୦ ଟପିଥିଲାବେଳେ ସହିଦ ହୋଇଛନ୍ତି ୫ ଯବାନ ।