Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ…

କରୋନା ମୁକାବିଲା ପାଇଁ ପୁରୀ ପୋଲିସର ସତର୍କତା, କୋଭିଡ ନିୟମ ମାନିବାକୁ ପରାମର୍ଶ, ମାସ୍କ ଚେକିଂ କଡାକଡ଼ି

ପୁରୀ: କରୋନା ମୁକାବିଲା ପାଇଁ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ପ୍ରାୟ ୫ଶହ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ…

କରୋନା ସଂକ୍ରମଣ ଭୟ: ରାଜଧାନୀରେ ସ୍ଥିତି ପରଖିଲେ ବିଏମସି କମିଶନର

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ରାଜ୍ୟକୁ ମାଡି ଆସିଥିବା ବେଳେ ବିଏମସି ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସମ୍ବେଦନଶୀଳ ସ୍ଥାନ ଯଥା ଭୁବନେଶ୍ୱର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…

ପୁରୀ ସମୁଦ୍ରକୂଳରେ ଅଘଟଣ, ବୁଡିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ 

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ବୁଡିଯାଉଥିବା ଦୁଇ ଜଣ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି । ବେଳାଭୂମିର ସେକ୍ଟର ୭ ଅଞ୍ଚଳରୁ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଅଂଚଳର ରାଜୁ ଘୋଷାଲ ଓ ଶୁଭେନ୍ଦୁ ଘୋଷଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଚିକିତ୍ସା ପାଇଁ ସଦର…

କୋଭିଡ୍ ନିୟମ ଉଲଘଂନ ଦର୍ଶାଇ ସିଲ୍ ହେଲା ପେଟ୍ରୋଲ ପମ୍ପ

ସୋନପୁର: ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏଥି ପାଇଁ ରାଜ୍ୟ ସରକାର କରୋନା ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ସୋନପୁରର ଏକ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ଦୁଇ ଦିନ ତଳେ…

ପୁରୀରୁ ୨.୩୬ଲକ୍ଷ ଟଙ୍କାର କୋରେକ୍ସ ଜବତ, ୧୨ ଗିରଫ

ପୁରୀ: ପୁରୀର ବିଭିନ୍ନ ସ୍ଥାନରେ ପୋଲିସ ଆଜି ଚଢଉ କରି ୨୧୪୯ ବୋତଲ କୋରେକ୍ସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୬ ହଜାର ୩୯୦ ଟଙ୍କା ହେବ ବୋଲି ଜଣାପଡିଛି । ଏଥି ସହ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ବାସେଳୀ ସାହିରୁ…

ଲକଡାଉନ୍ ବଦଳାଇଦେଲା ପେଶା, ବିଟେକ୍ ଇଞ୍ଜିନିୟର ବିକୁଛନ୍ତି ବିରିୟାନି

ମାଲକାନଗିରି: ଲକଡାଉନ୍ ବଦଳାଇଦେଲା ଦୁଇ ଯୁବ ଇଞ୍ଜିନିୟରଙ୍କ ପେଶା । ପରିବାର ଉପରେ ବୋଝ ନହୋଇ ନିଜ ଗୋଡରେ ଠିଆ ହେବା ଲାଗି ସହରରେ ଲଗାଇଛନ୍ତି ଗୋଟିଏ ଠେଲା । ଯାହାର ନାଁ ଦେଇଛନ୍ତି ଇଞ୍ଜିନିୟରସ୍ ଠେଲା । ମାଲକାନଗିରି ଜିଲ୍ଲାର ଏହି ଦୁଇ ଯୁବ ଇଞ୍ଜିନିୟର ବନ୍ଧୁ ସହରର ରାସ୍ତା କଡରେ ଏହି…

ଆତ୍ମସମର୍ପଣ କଲେ ତିନି ଜିଲ୍ଲାରେ ସକ୍ରିୟ ଥିବା ୨ ହାର୍ଡକୋର ମାଓବାଦୀ

ରାୟଗଡା: ଛତିଶଗଡ କ୍ୟାଡରର ଦୁଇ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ରାୟଗଡା ଏସପିଙ୍କ ନିକଟରେ ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ ।  ରାୟଗଡା,…

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ…

ମାଲକାନଗିରିରେ ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ 

ମାଲକାନଗିରି: ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ । ମହତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ଗତକାଲି ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ ହୋଇଛି  ।  ଏହି ଅବସରରେ ମଞ୍ଚରେ ପରିବେଷଣ…