Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନାଲ ହୁଡା ଭୁଶୁଡି ୪୦ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା: ଘାଇ ସୃଷ୍ଟି ହୋଇ ଭାଙ୍ଗିଗଲା କେନାଲ ହୁଡା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଗୁନଗୁନିଆ ଡିଷ୍ଟିବୁଟାରୀ ନିକଟରେ ଘାଇ ସୃଷ୍ଟି ହୋଇ କେନାଲ ହୁଡା ଭୁଶୁଡି ପଡିଛି । ଫଳରେ ରେଙ୍ଗାଳପାଲି ଗାଁର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଜଳମଗ୍ନ…

ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣାଯିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୬ ଦିନ ପରେ ଚାଲିଛି ଗୃହ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଗତବର୍ଷ ଅପେକ୍ଷା ୧୮ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।…

ପିପିଲିରୁ ପ୍ରାର୍ଥୀ ହେବେ କି ସୁଜାତା କାର୍ତ୍ତିକେୟନ ? ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଜୋର୍ ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ହୋଇଥିବା ବେଳେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଥିବା ବରିଷ୍ଠ IAS ଅଫିସର ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ସ୍ୱେଚ୍ଛାକୃତ ପାଇଁ ଆବେଦନ କରିଥିବା ନେଇ ଚର୍ଚ୍ଚା ବଢ଼ୁଛି । ସୁଜାତା ହେଉଛନ୍ତି 5T ସଚିବ ଭି.କେ ପାଣ୍ଡିଆନଙ୍କ…

ମାଗଣା ଖିଆ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବୃନ୍ଦାବନ ବାଡ଼ତ୍ୟାଙ୍କ ପାଞ୍ଚ ପୁଅ । ସବା ସାନକୁ ୧୭ ବର୍ଷ, ଆଉ ସବା ବଡ଼କୁ ୨୩ । ତା ମାନେ କହିବାକୁ ଗଲେ ବର୍ଷେ ଲେଖାଏଁ ଅନ୍ତରରେ ପାଞ୍ଚ ପୁଅ ଜନ୍ମ ଦେଇଥିଲେ ବୃନ୍ଦାବନଙ୍କ ସ୍ତ୍ରୀ । ଖାଲି ସେତିକି ନୁହେଁ, ବଡ଼ ପୁଅ ଆଗରୁ ଦୁଇଟା…

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ…

୬ ସପ୍ତାହ ପରେ ରାଜ୍ୟରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଲା କରୋନା ଗ୍ରାଫ । ଜାନୁଆରୀରେ ୧୫୦ ଭିତରେ ରହୁଥିବା ଦୈନିକ ସଂକ୍ରମଣ ଫେବ୍ରୁଆରୀରେ ୧୦୦ ତଳକୁ ଖସିଥିଲା । ମାର୍ଚ୍ଚ ତୃତୀୟ ସପ୍ତାହରୁ ଦୈନିକ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଛି । ପ୍ରାୟ ୬ ସପ୍ତାହ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ପାର୍…

ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଲୋକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ । ଦୁଇ ଜଣଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କାରରେ ୪ ଜଣ ପିଲା ଚୋରି କରିବାକୁ ଆସିଥିବା ଅଭିଯୋଗ ହୋଇଛି । ସେମାନଙ୍କ…

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ…

କଟକରେ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପଜିଟିଭ୍

କଟକ: ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ…

ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ ବା ଓଏମସି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଲୋକସେବା…