Latest Odisha News

BREAKING NEWS

Browsing Category

ଓଡିଶା

Odisha

ୱାଇ.କେ ଜେଠୱାଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ୱାଇ.କେ ଜେଠୱା ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ତୁଲାଇବେ । କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ…

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା…

ବାପାଙ୍କ ଜାଲ୍ ଦସ୍ତଖତ କରି ଆକାଉଣ୍ଟରୁ ଝିଅ ନେଇଗଲା ୪୦ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ଜାଲ୍ ଦସ୍ତଖତରେ ୪୦ ଲକ୍ଷ ଚଳୁ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଲା ଝିଅ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ଏନେଇ ବାପା ପୋଲିସରେ ଝିଅ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଥାନାରେ ହୋଇଥିବା ଅଭିଯୋଗ…

ଅପରାଧିଙ୍କୁ ଧରିବାରେ ପୋଲିସକୁ ସହୟତା କରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ଅପରାଧିଙ୍କୁ ଧରିବ ‘ଅତିଥି’ । ପୋଲିସର ନୂଆ ଆପ୍ ‘ଅତିଥି’ । ଏହି ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ…

ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ତଦନ୍ତ କରୁଛି ଆଣ୍ଟି ରାଗିଂ ସେଲ୍

ସମ୍ୱଲପୁର: ବୁର୍ଲା ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ରିସର୍ଚ୍ଚରେ (ଭୀମ୍‌ସାର) ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୀମ୍‌ସାର ଡିନ୍‌ । ଆଣ୍ଟି ରାଗିଂ…

ମୋମୋ ବିକ୍ରେତାଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଜଣେ ମୋମୋ ବିକ୍ରେତାଙ୍କ ଉପରେ ଗରମ ତେଲ ପଡ଼ିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଘଟଣାଟି ଗତ ମାର୍ଚ୍ଚ ୪ ତାରିଖରେ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଦେଇଥିବା ବେଳେ ଦୋକାନୀ ମୋମୋ ଦେବାରେ ସାମାନ୍ୟ ବିଳମ୍ବ କରିଦେଇଥିଲେ। ଯାହା ଫଳରେ ବ୍ୟକ୍ତି ଜଣକ…

ଆରମ୍ଭରୁ ଧାନ ତାତି, ବିଧାନସଭା ସାଢ଼େ ୧୧ଟା ଯାଏ ମୁତଲବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ହୋହଲ୍ଲା ଆରମ୍ଭ କରିଥିଲେ । ବିଜେପି ବିଧାୟକ ବି ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ…

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ…

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ…

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ…