Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର: ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି । କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର । ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ । ପ୍ରାୟ…

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ , ୨ ଅଟକ

ନବରଙ୍ଗପୁର: ଯାତ୍ରୀବାହୀ ବସ​‌ରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛି ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୋଲିସ। ଅଭିଯୁକ୍ତ ମାନେ ଦାମଞ୍ଜଡି ଅଞ୍ଚଳର ସୁଷମା ଗୁଣ୍ଠା…

ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା ମାସରୁ ଚାଲିପାରେ ସବୁ ଟ୍ରେନ । ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ । ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି ।  ECRରେ ୮୨ଟି ଏକ୍ସପ୍ରେସ ଟ୍ରେନ୍ ଚାଲେ, କୋଭିଡ ପାଇଁ ୫୯ ଟ୍ରେନ୍…

‘କୃଷି ଓଡିଶା’ରେ ଚଳିତ ବର୍ଷର ମାସ୍କଟ ଛତୁ

ଭୁବନେଶ୍ୱର: ମାର୍ଚ୍ଚ ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ ଆରମ୍ଭ ହେବ । ଅପରାହ୍ନ ସାଢେ ୫ଟାରେ ବରମୁଣ୍ଡା ଖେଳ ପଡିଆରେ ଏହାର ଉଦଘାଟନ ହେବ । ତେବେ ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ତେବେ ଚଳିତ ବର୍ଷ ଛତୁକୁ ମାସ୍କଟ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କର ଏହି…

ସୂର୍ଯ୍ୟମୁଖୀ ଚାଷ କରିଛି ସ୍ବାବଲମ୍ବୀ, ଉଦାହରଣ ପାଲଟିଛନ୍ତି ତାଡମେରୁ ଗାଁ ଚାଷୀ

କନ୍ଧମାଳ:ଚାଷୀ ମୁହଁରେ ହସ ଦେଇଛି ସୂର୍ଯ୍ୟମୁଖୀ । ସୂର୍ଯ୍ୟମୁଖୀ ଚାଷ ପ୍ରତି ଏବେ କନ୍ଧମାଳରେ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଖଜୁରୀପଡା ବ୍ଳକ୍ ତାଡମେରୁ ଗାଁର କନ୍ଧ ସମ୍ପ୍ରଦାୟର ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି ।…

ବଜେଟରେ ନାହିଁ ଅର୍ଥ ବ୍ୟବସ୍ଥା, ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ଷମ ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା ମନ୍ତ୍ରୀ କହିଛନ୍ତି ।…

କବି ପ୍ରଦୀପ ପଣ୍ଡା ଭୀମ ଭୋଇ ଚେୟାର ପ୍ରଫେସର ମନୋନୀତ

ସମ୍ବଲପୁର : ବିଶିଷ୍ଟ କବି ଓ ପ୍ରାବନ୍ଧିକ ଡ. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାର୍ଜୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାକ୍ଷାତକାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪ ନୂଆ କରୋନା ପଜିଟିଭ

ଭୁବନେଶ୍ୱର: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି । ସଂକ୍ରମଣ ଦିନକୁ ଦିନ ଡରାଉଛି । ୨୪ ଘଣ୍ଟା ରାଜ୍ୟରେ ୧୭ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ…

ମଣ୍ଡି ତାତିରେ ଗୃହ ଅଚଳ, ଯୋଗାଣ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭଳି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ଧାନ କିଣା ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ଚାଲି…