Latest Odisha News

BREAKING NEWS

Browsing Category

ଓଡିଶା

Odisha

 ସାର୍ଥକ ମ୍ୟୁଜିକ ବିରୁଦ୍ଧରେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ସାର୍ଥକ ମ୍ୟୁଜିକରେ ପ୍ରସାରିତ ହାଡ଼ି-ହାଡ଼ିଆଣି ଦଣ୍ଡନୃତ୍ୟ କାର୍ଯ୍ୟକ୍ରମଟି ଆକ୍ଷେପ ମୂଳକ ଓ ଗୋଟିଏ ଜାତିର ଚରିତ୍ରକୁ ଅପମାନ କଲାପରି ଏକ ମନଗଢ଼ା ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଓଡ଼ିଶା ମାନବାଧିକାର…

ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରେ ଓଡ଼ିଶା । ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ବେଙ୍ଗାଲୁରୁର ନିର୍ମାଣ-୧…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ଏନଏମଏ ବାଇ-ଲ’କୁ ନେଇ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର : ଜାତୀୟ ଐତିହ୍ୟ ପ୍ରାଧିକରଣର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି…

ଇଭେଣ୍ଟ ମାନେଜ୍‌ମେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ଶୁଭାରମ୍ଭ

ଭୁବନେଶ୍ୱର: ଇଭେଣ୍ଟଆଣ୍ଡ୍ ଏଣ୍ଟର୍‌ଟେନ୍‌ମେଣ୍ଟ ମାନେଜ୍‌ମେଣ୍ଟ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା(ଇମାଓ)ର ଶୁଭାରମ୍ଭ ହୋଇଯାଇଛି । ଏହାର ମୂଳ ଲକ୍ଷ୍ୟ ଓଡିଶାରେ କିପରି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକ କିପରି ବ୍ୟବସାୟିକ ଭିତ୍ତିରେ…

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ତୋମାର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ…

ହିଞ୍ଜିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ । ହିଞ୍ଚିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬ କୋଟି ୭୭ ଲକ୍ଷ ୪୧ ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩ କୋଟି ୨୧ ଲକ୍ଷ…

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ । ପାକିସ୍ତାନକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣାଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକ୍ସନ ୩ ଓ ସେକ୍ସନ ୪…

ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ସିପିଙ୍କ ପ୍ରେସମିଟ୍, କହିଲେ ‘ବିବାହ ବିବାଦରୁ ହୋଇଥିଲା…

ଭୁବନେଶ୍ୱର: ଭରତପୁର-ଚନ୍ଦକା ଦାଶପୁରରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ମିଳି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ବିବାହ ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମୁଣ୍ଡବିହୀନ ଶରୀର…

ମୁଁ ଖୁସି ଯେ ଭୁବନେଶ୍ୱରବାସୀ ମୋ ଅନୁପସ୍ଥିତି ଅନୁଭବ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଅପରାଜିତା ଷଡଙ୍ଗୀ ନିଖୋଜ ଥିବା ନେଇ ପୋଷ୍ଟର ମାରିବାର କିଛି ଘଣ୍ଟା ପରେ ସାଂସଦ ଅପରାଜିତା କହିଛନ୍ତି ଯେ ସାଂସଦରେ ଚାଲିଥିବା ବଜେଟ ଅଧିବେଶନରେ ଯୋଗ ଦେବା ମୋର କର୍ତ୍ତବ୍ୟ । ସେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଫେରୁଥିବା ସୂଚନା ଦେଇଛନ୍ତି ।…