Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୀଳଗିରିରେ ଭାଲୁ ଆତଙ୍କ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ନୀଳଗିରି: ନୀଳଗିରି ବନ ବିଭାଗ ଅଧିନ ପୋଡ଼ାଶୂଳ ଗ୍ରାମରେ ଭାଲୁ ଆତଙ୍କ।ଗାଁ ଭିତରକୁ ପଶିଛି ଭାଲୁ। ଭାଲୁ ଆକ୍ରମଣ ଭୟରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଆତଙ୍କ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଥିବା ନୀଳଗିରି ପାହାଡ ଓ ଜଙ୍ଗଲରୁ ଏହି ଭାଲୁ ଖାଦ୍ୟ ଅନ୍ୱେଷଣରେ…

୧୦ ମାସର ବକେୟା ଦରମା ଦାବିରେ ବାଲେଶ୍ଵର ଆଲୱେଜ୍ ଖଣି ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀଙ୍କ ଧାରଣା

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପୁଣି ଦେଖାଦେଇଛି ଶ୍ରମିକ ଅଶାନ୍ତି। ଜୀବନ ଜୀବିକା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ ଓ କର୍ମଚାରୀ। ୧୦ ମାସର ବକେୟା ଦରମା ଓ ଯଥାଶୀଘ୍ର ଖଣି କାର୍ଯ୍ୟକ୍ଷମ କରିବା ଦାବିରେ ବାଲେଶ୍ଵର ଆଲୱେଜ୍ ଖଣି ସମ୍ମୁଖରେ ଶତାଧିକ ଶ୍ରମିକ…

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।  ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର…

ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣର ଭୟ ରହୁଥିବାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରିବା ପାଇଁ ବନ୍ଦ ରଖାଯାଉଥିଲା । ତେବେ ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର । ଶ୍ରଦ୍ଧାଳୁ ଜଗା ଦର୍ଶନ ସହ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇ ପାରିବେ । ଏ ନେଇ ଆଜି ସୂଚନା ଦେଇଛନ୍ତି…

ରାଜ୍ୟରେ ସୁସ୍ଥ ହେଲେ ୮୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୧ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ଖୋର୍ଦ୍ଧାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଜଣ, ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୫ ଜଣ,…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନିଟି ପୁସ୍ତକର ଲୋକାର୍ପଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଟି ପୁସ୍ତକର ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ’ ଅସଜଡା ପାଖୁଡା’ । ଏହି ଦୁଇଟି କବିତା ସଙ୍କଳନରେ କବିସତ୍ତାର…

ପେପରଲେସ୍ ହେଲା RTO

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଏଣିକି ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ…

କୋଏଲ ନଦୀରେ ଭାସିଗଲେ ୬ ନାବାଳକ, ୩ ମୃତ 

ରାଉରକେଲା: କୋଏଲ ନଦୀ ବୈକୁଣ୍ଠ ଘାଟରେ ବଡ଼ ଅଘଟଣ । ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ…

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରି ହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟି ଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ ଲାଗି ବୃଦ୍ଧି କରିଛନ୍ତି । ଆସନ୍ତା ୧୨ ତାରିଖ ଯାଏ ଛାତ୍ରଛାତ୍ରୀ…

ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି, ସ୍ଥାପନ ହେବ ପୋଲିସ ସହାୟତା କେନ୍ଦ୍ର  

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି । ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି । …