Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆନ୍ଧ୍ରର ଅଧିକାର ଓଡ଼ିଶା ଛଡ଼ାଉଛି : ରାଜାନ୍ନା 

କୋଟିଆ: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି । ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି । ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି । ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡିଶାର ଦୁଇ ନିଖୋଜ

ତପୋବନ: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନରେ ନିଖୋଜ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଥିବା ଜଣାପଡିଛି । ଉଦ୍ଧାରକାରୀ ଟିମ୍ ତପୋବନ ସୁଡଙ୍ଗ ଭିତରେ ଖୋଜାଖୋଜି କରୁଛନ୍ତି । ମାତ୍ର ୩୨ ଜଣଙ୍କର ମୃତଦେହ ମିଳିପାରିଛି । ଓଡିଶାରୁ ନିଖୋଜ ଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣେ ଭଦ୍ରକ…

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍, ଜଣେ ମୃତ

ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍ । ମୟୂରଭଞ୍ଜ ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ବେଳେ ଟ୍ରକ ମାଡିଯାଇଥିଲା । ମୃତକଙ୍କ…

ଭଜନ ସମ୍ରାଟ ଅନୁପ ଜଲୋଟା ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର :ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ  ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ।ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ।ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ…

କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ ବିଜେପି ଟିମ୍ 

କୋଟିଆ : କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ଟିମ୍ । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର କୋଟିଆ ଯାଇଛନ୍ତି । ସମୀର ମହାନ୍ତିଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ କୋଟିଆ…

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

କୋରାପୁଟ: ହାଇକୋର୍ଟରେ ପହଞ୍ଚିଲା କୋଟିଆ ପ୍ରସଙ୍ଗ । କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଛି । ସୀମା ସୁରକ୍ଷା ନେଇ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ଏଥିରେ…

ସାମୟିକ ପାଇଁ କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ହସ୍ପିଟାଲରେ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ବନ୍ଦ ରହିଛି । ସୂଚନାଯୋଗ୍ୟ, କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ଠିକ୍‌ ସପ୍ତାହକ…

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ ,…

ଗୁରୁତର ଅବସ୍ଥାରେ ପୁରୀରୁ ବିଦେଶୀ ଉଦ୍ଧାର, କଣ୍ଟାବୁଦାରେ ବସି କରୁଥିଲେ ତପସ୍ୟା

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ଜଣେ ବିଦେଶୀ ଇସ୍କନ ଶ୍ରଦ୍ଧାଳୁଙ୍କି ଉଦ୍ଧାର କରାଯାଇଛି । ବଳିଆପଣ୍ଡା ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବିଦେଶୀ ଜଣଙ୍କ ଋଷିଆର ମହା ଆନନ୍ଦ ବୋଲି ଜଣାପଡ଼ିଛି । ସେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଥିବା ଏକ କଣ୍ଟାବୁଦାରେ ବସି କିଛିଦିନ…

କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ତାଳବଣିଆ ଥାନା ASI ସସପେଣ୍ଡ

ପୁରୀ: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ…