Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୯୨ ଟଙ୍କା ଟପିଲା ପେଟ୍ରୋଲ, ଡିଜେଲ ୮୯ ଟଙ୍କା ଉପରେ

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ନାହିଁ । ପୁଣି ଥରେ ତୈଳଦର ବୃଦ୍ଧି ପାଇଛି । ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି । ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ଲିଟର ପିଛା ୯୨ ଟଙ୍କା…

ରାଉରକେଲାରେ ହୋଟେଲ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

ରାଉରକେଲା: ରାଉରକେଲାରେ ହୋଟେଲ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ। ମୃତକ ଜଣଙ୍କ ସ୍ଥାନୀୟ ଏକ ହୋଟେଲ ବସେରା ମାଲିକ ସଜନ ମିତ୍ତଲ ବୋଲି ଜଣାପଡିଛି । ସୂଚନାନୁସାରେ, ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ…

ମାଲକାନଗିରିରେ ଲାଲବାହୀନିର ତୁମୂଳକାଣ୍ଡ; ଜାଳିଦେଲେ ଜେସିବି ଓ ଟିପର

ମାଲକାନଗିରି; ପୁଣି ମାଲକାନଗିରିରେ ମାଓବାଦୀଙ୍କ ତୁମୂଳ କାଣ୍ଡ। ଜାଳିଦେଲେ ଜେସିବି ଓ ଟିପର୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଘଟିଛି ଏହି ଘଟଣା । ସୂଚନାନୁସାରେ, ଛତିଶଗଡ଼ ଦାନ୍ତେୱାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ…

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୪ ଟି ବସ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ…

ମୋଦି ସରକାର ଥିବା ଯାଏ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ: ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡ଼ିଆ ଲୋକଙ୍କ ଭାବାବେଗ ଜଡ଼ିତ ରହିଛି । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ…

କାଲିଠୁ କମିବ ଶୀତ, ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: କମିବ ଶୀତ, ବଢ଼ିବ ପାରଦ । ରାଜ୍ୟରେ ଲାଗି ରହିଥିବା ଶୀତ ଲହରୀ କାଲିଠୁ କମିବ । ଆସନ୍ତାକାଲି ବୁଧବାର ବିଶେଷକରି ରାଜ୍ୟର ୩ଟି ଜିଲ୍ଲାର କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ କେତୋଟି ଜିଲ୍ଲାରେ ତାପମାତ୍ରା…

ରେଳ ଲାଇନ୍ କାର୍ଯ୍ୟକୁ ବିରୋଧ କରି ଜେସିବି ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାରେ ପୁଣି ମାତିଲେ ମାଓବାଦୀ। ଜାଳିଦେଲେ ଜେସିବି ଓ ଟିପର୍। ରାସ୍ତା କାମରେ ଲାଗିଥିବା ଏହି ଜେସିବି ଓ ଟିପରକୁ ଜାଳି ଦେଇଛନ୍ତି ମାଓବାଦୀ । ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼…

ଭିଜିଲାନ୍ସ ଜାଲରେ ନୟାଗଡ଼ ମ୍ୟୁନିସିପାଲଟି ଆକାଉଣ୍ଟାଣ୍ଟ, ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ନୟାଗଡ଼ ମ୍ୟୁନିସିପାଲଟିର ଆକାଉଣ୍ଟାଣ୍ଟ ଅଜୟ କୁମାର ସାଠୁଆ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅଜୟ । ସିକ୍ୟୁରିଟି ଡିପୋଜିଟ୍ ଫେରାଇବା ଲାଗି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୨୦ ହଜାର…

ଆସନ୍ତା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମବେଶରେ ମଇଲମ ହୋଇଥାନ୍ତି । ବର୍ଷକରେ ଗୋଟିଏ ଦିନ ମହାପ୍ରଭୁଙ୍କର ଏହି ବେଶ ହୋଇଥାନ୍ତି । ଆଉ ରାତି ତମାମ ବେଶରେ ରହିଥାନ୍ତି…

କୋଟିଆ ଗସ୍ତରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ; ଲୋକଙ୍କ ସହ ମିଶିବେ, ସମସ୍ୟା ବୁଝିବେ

ଭୁବନେଶ୍ୱର: ୧୯୩୬ ମସିହା ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଳାଇଛନ୍ତି । ଦୀର୍ଘ ଦିନ ଧରି କୋଟିଆ ପଞ୍ଚାୟତକୁ ନେଇ ଦୁଇ…