Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାର ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ ଦାବି ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଏସମ୍ପର୍କିତ ବିଲ ପାର୍ଲାମେଣ୍ଟରେ ପାରିତ କରିବା ପାଇଁ ସେ ଦାବି କରିଛନ୍ତି । ସସ୍ମିତ କହିଛନ୍ତି, ଏହି ବିଲ୍ ଲୋକସଭାରେ ପାସ୍…

ଫକିର ମୋହନ ବିଶ୍ବବିଦ୍ୟାଳୟ ହତାରେ ଭାଲୁ, ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଭାଲୁ ଧରିବାରେ ବିଫଳ ବନବିଭାଗ

ବାଲେଶ୍ବର : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି…

ବରଗଡ଼ ଗସ୍ତରେ ୫-ଟି ସଚିବ, ନୃସିଂହନାଥ ମନ୍ଦିର ପରିଦର୍ଶନ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା 

ପଦ୍ମପୁର: ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ସମୟରେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା…

ମାତିଛନ୍ତି ଏଟିଏମ୍ ଲୁଟେରା: କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦ୍ରାପଡ଼ା: ରାତିରେ ମାତିଲେ ଲୁଟେରା । ଏଟିଏମରୁ ନେଇଥିଲେ ଲକ୍ଷାଧିକ ଟଙ୍କା । ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଦୁଇଟି ଏଟିଏମରୁ ଲୁଟ୍ ହୋଇଛନ୍ତି । ଗ୍ୟାସ କଟରରେ କାଟି ୪୦ ଲକ୍ଷରୁ ଅଧିକ ଟଙ୍କା ଧରି ଦୁର୍ବୃତ୍ତ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି । ଆଳିର ପତ୍ରପୁର ଓ…

କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ। କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀର ବର ସମ୍ମାନ ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ…

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ…

ଆଜି ରାଜ୍ୟରୁ ୭୧ କରୋନା ପଜିଟିଭ୍, ୯୪୬ଟି ରହିଛି ଆକ୍ଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ଲଢ଼େଇରେ ଓଡ଼ିଶା ଏବେ ଭଲ ସ୍ଥିତିରେ ରହିଛି । ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ସୁସ୍ଥ ହାର ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧ ଜଣ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତ ହୋଇଛନ୍ତି ୬ ଜଣ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନକୁ ନେଇ ଯାଉଥିବା ବେଳେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ବଙ୍ଗୋମୁଣ୍ଡା ପୋଲିସ ଓ…

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ । ବର୍ତ୍ତମାନ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା…

ଆଜି ନୃସିଂହନାଥ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ବରଗଡ଼: ରାଜ୍ୟ ସରକାରଙ୍କ ଫୋକସରେ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ । ଆଜି ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସ୍ଥାନ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଗଙ୍ଗା ନୃସିଂହନାଥ ମନ୍ଦିର ପୀଠ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ।…