Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି, ୨୦୨୧ରେ ପ୍ରଥମ ଅଦଳ ବଦଳର ପକ୍ରିୟା ଆରମ୍ଭ

ଭୁବନେଶ୍ବର : ଚଳିତ ୨୦୨୧ ନୂଆ ବର୍ଷରେ ପ୍ରଥମ ଥର ଅଦଳ ବଦଳ ପକ୍ରିୟା ଆରମ୍ଭ ହୋଇଛି । ନନ୍ଦନକନାନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଆସୁଛନ୍ତି ନୂଆ ଜୀବଜନ୍ତୁ । ଯାହା ଅଗାମୀ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସାହାୟକ ହୋଇପାରିବ ।…

ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁ । ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।  ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ…

‘ମିସେସ୍‌ ଇଣ୍ଡିଆ ୨୦୨୦’ର ମୁକୁଟ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି ନବଦୀପ କୌର

ଭୁବନେଶ୍ୱର: ମିସେସ୍‌ ଇଣ୍ଡିଆ ୨୦୨୦ର ମୁକୁଟ ଜିତି ଓଡିଶାର ନବଦୀପ କୌର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସୁନ୍ଦରଗଡ ଜିଲ୍ଲାର କନ୍ସବାହାଲରୁ ଆସିଥିବା ନବଦୀପ ଅକ୍ଟୋବର ୨୦୨୦ ରେ ମିସେସ୍‌ ଇଣ୍ଡିଆ ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅନେକ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବା ପରେ…

ପୁଣି ବିଜୁ ସେତୁ କାମ ବେଳେ ଅଘଟଣ, ଜଣେ ଶ୍ରମିକ ମୃତ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଅଘଟଣ । ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ପିଲର୍‌ ପାଇଁ ଖୋଳା ଯାଉଥିବା ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ପ୍ରାୟ ୧୫ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ…

ଓଡ଼ିଶାରୁ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୩ ନୂଆ ଆକ୍ରାନ୍ତ । https://twitter.com/IPR_Odisha/status/1354667564392009728?s=19 ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୭ ସଂକ୍ରମିତ ।…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଢିବ ଶୀତ, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡିଶାରେ ପୁଣି ଶୀତ ଲହରୀ ଜାରି ରହିବ। ଯାହା ଫଳରେ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ତିନି ଦିନ ମଧ୍ୟରେ ଉତ୍ତର ଓ…

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି। ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼ .ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି। ଏଥିରେ ବୀଣାପାଣି ମହାନ୍ତି,ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା , ତପନ…

କାର ଦୁର୍ଘଟଣାରେ ଜଣେ ମୃତ, ସାଉଥ୍-କୋ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ କାରର…

ରାଷ୍ଟ୍ରପତି ପୁରସ୍କାର ପାଇବ‌େ ଶୁୁଭକାନ୍ତ ପ୍ରଧାନ

ଭୁବନେଶ୍ବର: ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବ‌ାକୁ ଯାଉଛନ୍ତି ଶୁୁଭକାନ୍ତ ପ୍ରଧାନ। ଯିଏକି କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦ‌େଶାଳୟ (ଡି.ଆର୍ ଆଇ) ଭୁବନେଶ୍ବରର ସିନିୟର୍ ଇଣ୍ଟ‌େଲିଜେନ୍ସ ଅଫିସର ଭାବ‌େ କାର୍ଯ୍ୟରତ। ଶୁଭକାନ୍ତ ୨୦୨୧ ବର୍ଷ ଲାଗି…

ହାଇଓ୍ୱାକୁ ପିଟିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭  ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ଦୁର୍ଘଟଣା । ପୂର୍ବରୁ ଛିଡା ହୋଇଥିବା ହାଇଓ୍ୱାକୁ ପଛ ପଟୁ ପିଟିଛି ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୪ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪୦ ଯାତ୍ରୀ । ସୂଚନାନୁସାରେ…