Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ହେୟାର ଷ୍ଟାଇଲିଷ୍ଟ ‘ଜାୱେଦ ହବିବ୍

ଭୁବନେଶ୍ୱର: ରାଜଧାନୀରେ ‘ଜାୱେଦ ହବିବ୍ ଏକାଡେମୀ’ର ପ୍ରତିଷ୍ଠାତା ଜାୱେଦ ହବିବ୍ । ଅଶୋକନଗରସ୍ଥିତ ‘ଜାୱେଦ ହବିବ୍ ଏକାଡେମୀ’ରେ ଅନୁଷ୍ଠିତ ଏକ ତାଲିମ୍ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଜାୱେଦ କରୋନା ପରବର୍ତୀ ସୌନ୍ଦର‌୍ୟ୍ୟ ଓ ରୂପଚର‌୍ୟ୍ୟାକୁ ନେଇ ଶିକ୍ଷା ବା ତାଲିମ୍ ନିହାତି ଜରୁରି…

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା ।…

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ…

ଆଦିବାସୀ ମେଳା-୨୦୨୧ : ଭର୍ଚୁଆଲ୍‌ ମୋଡ୍‌ରେ ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସୁବିଧା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ସଂସ୍କୃତି, ଜାତୀୟତା ଓ ଅସ୍ମିତା ନିର୍ମାଣରେ ଜନଜାତିଙ୍କର ମହତ୍ତ୍ୱପୂର୍ଣ୍ଣ…

ବିନା JEEରେ ଇଞ୍ଜିନିୟରିଂ, ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାସରେ ପଢ଼ିବେ ପିଲା । ବିନା ଏଣ୍ଟ୍ରାନ୍ସରେ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍ । କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି…

୨୦୨୦ ମସିହା ପାଇଁ କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର :  ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।…

୫ ସାଇବର ଠକ ଗିରଫ 

ଭୁବନେଶ୍ବର : ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କଠାରୁ ଏମାନେ ଠକେଇ କରିଥିବା ଅଭିଯୋଗ ହୋଇଛି ।   ସୂଚନା ଅନୁସାରେ, ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ…

ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ

ଭୁବନେଶ୍ୱର: ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କାଲିଠାରୁ ୩ ମେଡିକାଲର ୫୫୦ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଷ୍ଟାଇପେଣ୍ଡ ବୃଦ୍ଧି ଦାବି

କଟକ : ଆସନ୍ତାକାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ । ଏହାସହ ରାଜ୍ୟର ୩ଟି ମେଡିକାଲ କଲେଜର ହାଉସ ସର୍ଜନ ଆରମ୍ଭ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଏସସିବି ମେଡିକାଲ କଲେଜ ସମେତ ସମ୍ବଲପୁର, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ…