Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାର୍ଚ୍ଚରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି !

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି…

ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା । ପୋଲିସ ବିଭାଗରେ ବିଭିନ୍ନ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଗୁଇନ୍ଦା ନିର୍ଦ୍ଦେଶକ ଆର. କେ .ଶର୍ମା ଓ ବିଏସ୍‌ଏପି ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ ।…

ହାତୀ ପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ 

ତେଲକୋଇ : ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ  ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ । ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ…

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ

ଭୁବନେଶ୍ୱର: ଚଳିତବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସେହିପରି…

ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେସେଇପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତାଙ୍କ ନାଁ ଉମେଶ ସେଠ୍ । ସେ କେଲେଣ୍ଡାପାଲି ଗ୍ରାମପଞ୍ଚାୟତ ପିଇଓ ଇନଚାର୍ଜ ବି ଅଛନ୍ତି । ତାଙ୍କ ଏକକାଳୀନ ଉମେଶଙ୍କ ଘର ସମେତ ତିନିଟି ସ୍ଥାନରେ…

ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ…

ହଳଦୀ ଗାଁରେ ପୁଣି ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।…

ଧାନ ଡୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଏମିତି ବି ଆସେ ମୃତ୍ୟୁ । ଶୋଇଥିବା ବେଳେ ଓଲଟି ପଡ଼ିଲା ଧାନ ଡୋଲି । ତଳେ ଚାପି ହୋଇଗଲେ ଦମ୍ପତି । ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ସ୍ୱୀମା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ୍, ୬ ଜିଲ୍ଲାରେ ଶୂନ

ଭୁବନେଶ୍ୱର: ଟିକାକରଣ ଭିତରେ ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍…

ଧାନ ବସ୍ତା ରଖି କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ା ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼: ମଣ୍ଡିରୁ ଧାନ ଉଠୁନି । ଦିନ ଦିନ ହେବ ପଡ଼ି ରହିଛି । ଶେଷରେ ତାତିଲେ ଚାଷୀ । ଟ୍ରାକ୍ଟର ବୋଝେଇ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି । କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି ବହୁ ଚାଷୀ । ପଣ୍ଡି ଗାଁର ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ…