Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରୁ ଜବତ ହେଲା ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ

ବ୍ରହ୍ମପୁର: କରୋନା ପାଇଁ ସରକାର ବାଣ କିଣାବିକା ଉପରେ ରୋକ ଲଗାଇଛି ସରକାର। ମାତ୍ର ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ଧାରାକୋଟେରୁ ଗୁରୁବାର ଦିନ ପୋଲିସ ଜବତ କରିଛି ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ। ବିପୁଳ ପରିମାଣରେ ବାଣ ବୋଝେଇ କରି ଯାଉଥିବା ଏକ ଟ୍ରକକୁ ପୋଲିସ ଅଟକାଇଥିଲା। ଯାଞ୍ଚ ସମୟରେ…

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ…

୨୦୨୦-୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ଖରିଫ ବିପଣନ ବର୍ଷରେ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତାଠୁ ଅଧିକ ମଣ୍ଡି ଆସିଲେ କିଣିବେ ସରକାର। ଖରିଫ ବିପଣନ ବର୍ଷ ୨୦୨୦-୨୦୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…

ବିଶ୍ୱ ସ୍ତରୀୟ ଐତିହ୍ୟ ସହର ହେବ ପୁରୀ; ଆସନ୍ତା ୩୦ ମାସ ଭିତରେ ସମ୍ପନ୍ନ ହେବ ସମସ୍ତ ୪ଟି ପ୍ରକଳ୍ପ କାର୍ଯ୍ୟ 

ପୁରୀ: ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରର ପରିଣତ କରିବା ପାଇଁ ରାଜ୍ୟ କ୍ୟାବିନେଟ ୪ଟି ପ୍ରକଳ୍ପ ପାଇଁ ଆଜି ଅର୍ଥ ମଞ୍ଜୁର କରାଯାଇଛି। ଏନେଇ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,ମହୋଦଧି ମାର୍କେଟ କମ୍ପ୍ଲେକ୍ସ,ଶ୍ରୀସେତୁ ଓ ମୂଷାନଦୀ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…

ଓଡିଶା ପୋଲିସର ୭୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଓଡିଶା ପୋଲିସର ୭୦୦ ଜଣ କୋଭିଡ ଯୋଦ୍ଧା ଏଯାବତ୍ ପ୍ରଦାନ କରିଛନ୍ତି ପ୍ଲାଜମା । ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଭୁବନେଶ୍ୱରର…

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ । ନଭେମ୍ବର…

ପୂର୍ବତଟ ରେଳପଥ ମଧ୍ୟରେ ଗଡିବ ୪ ବିଶେଷ ଟ୍ରେନ୍; ଆଉ କେଉଁ ଟ୍ରେନ୍ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଆଉ ଚାରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଗୁଡିକ ହେଉଛି - ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର।…

ପାରିବାରିକ ହିଂସା ମାମଲା: ସମୟ ମାଗିଲେ ଅନୁଭବ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ…

୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ୱର: ଜଣେ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ସଫଳତାର ସହ ଏହି ଜଟିଳ ଅସ୍ତ୍ରୋପଚାର ସମ୍ପାଦିତ ହୋଇଛି।…