Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁକ୍ତିଲାଭ କରିବ ଅର୍ଚ୍ଚିତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’

ଭୁବନେଶ୍ବର: ‘ଜୀ ସାର୍ଥକ ସୁପରଷ୍ଟାର୍ ସୁପର୍ ସିନେମା’ର ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ୍‌ରେ ଏହାର ପ୍ରିମିୟର୍‌ ପ୍ରସାରିତ ହେବ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ନିର୍ମାତା ଅକ୍ଷୟ…

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ ଝାଡ଼ଖଣ୍ଜରୁ କୁତ୍ରା ଅଭିମୁଖେ ବାହାରିଛନ୍ତି ।…

ଆଜି ରାତିରୁ ପୁଣି ଖସିବ ପାରଦ, ବଢିବ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ କୁଛିଦିନ ହେବ ପାଗ ମେଘୁଆ ରହିଥିବା ବେଳେ ଆଜିଠୁ ଆକାଶ ମେଘ ମୁକ୍ତ ହେବା ନେଇ ଓଆଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାସହ ଆଜି ରାତିରୁ ପୁଣିଥରେ ତାପମାତ୍ରା କମିବା ସହ ସହ ଥଣ୍ଡା ମଧ୍ୟ ବଢ଼ିବ। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ରାତିରୁ ୩-୪…

କୋରାପୁଟରୁ ପୁଣି ଜବତ ହେଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ

କୋରାପୁଟ:କୋରାପୁଟରେ ବେଧଡକ ଚାଲିଛି ଗଞ୍ଜେଇ ବେପାର। ଅନେକ ସମୟରେ ଏଠାରୁ ଗଞ୍ଜେଇ ଜବତ ହେଉଛି। ପୁଣିଥରେ କୋରପୁଟର ଲମତାପୁଟ ଅଞ୍ଚଳରୁ ଜବତ ହୋଇଛି ୨କୋଟିରୁ ଅଧିକା ଟଙ୍କା ମୂଲ୍ୟର ଗଞ୍ଜେଇ।ଏହାକୁ ଜବତ କରିଛି କୋରାପୁଟ ଲମତାପୁଟ ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ୪୦୭…

ମାତିଲେ ଲୁଟେରା, ଏଟିଏମ୍ ଭାଙ୍ଗି ଟଙ୍କା ଧରି ଛୁ

କଟକ: ମାତିଲେ ଏଟିଏମ୍ ଲୁଟେରା । ଟାଙ୍ଗୀ ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ନିକଟ ଏଟିଏମ ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆଜି ସକାଳୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଡ୍ରିମ୍‌ସ ଫାଣ୍ଡିଠାରୁ କେଇ ମିଟର ଦୂରରେ ଥିବା…

ଧନତେରାସ୍: ବିଶ୍ୱାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଲକ୍ଷ୍ମୀ

ଭୁବନେଶ୍ୱର: ଆଜି ଧନତେରାସ୍ । ସୁନା କିଣିବା ନେଇ ପରମ୍ପରା ରହି ଆସିଛି । ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଧନଲକ୍ଷ୍ମୀ ଆସି ଥାଆନ୍ତି । ଏଥପାଇଁ ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମେ । ସୁନା ହେଉ କି ରୁପା ଲୋକ ନିଜ ସାମର୍ଥ ଅନୁସାରେ ଗହଣା କିଣି ଥାଆନ୍ତି ।…

ଗୁନ ସିଂହାରୀ ହତ୍ୟା ମାମଲା: ପୁରୀର କୁଖ୍ୟାତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ

ପୁରୀ: ଆଠ ବର୍ଷ ପୂର୍ବେ ପୁରୀରେ ଘଟିଥିବା ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ଜଣାଶୁଣା ଅପରାଧୀ ମାଧବ ଖୁଣ୍ଟିଆ ଗିରଫ । ତାଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ । ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ସେବାୟତ ଗୁନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୂର୍ବରୁ…

ଦୁର୍ଘଟଣାରୁ ବର୍ତ୍ତିଲେ ସମ୍ୱଲପୁର ସାସଂଦ, ନୀତେଶ ଗଙ୍ଗଦେବଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଦେବଗଡ଼: ଦୁର୍ଘଟଣାରୁ ବର୍ତ୍ତିଗଲେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ । ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଛି । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା NH-୪୯ର କୁରଡ଼ ନିକଟରେ ଦୁର୍ଘଟଣା ଘଟିଛି । ସାଂସଦଙ୍କ କାରକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇଥିଲା । ତେବେ ଏଥିରେ ସାଂସଦ ନୀତେଶ…

ଉଦଯାପିତ ହେଲା ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ 

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ନଭେମ୍ବର ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଗୁରୁବାର ଦିନ…

‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍‍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ

ଭୁବନେଶ୍ୱର: ଉତ୍କଳ କଲେକ୍ସନର ଅତି ମନୋରମ ପଟ୍ଟଚିତ୍ର ଜୁଏଲାରୀ ଓଡ଼ିଶାର କଳାତ୍ମକ ଓ ସାଂସ୍କୃତିକ ପରାମ୍ପରା ଦ୍ୱାରା ପ୍ରେରିତ ଭୁବନେଶ୍ୱର,୧୨ା୧୧: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍‍ ରିଲାଏନ୍ସ ଜୁଏଲ୍‍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ…