Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରେ ଦୀପାବଳି କଟକଣା, ନଭେମ୍ବର ୩୦ ଯାଏଁ ବାଣ ମନା

ଗଞ୍ଜାମ: ଗଞ୍ଜାମରେ ଫୁଟିବନି ବାଣ । ଲାଗିଲା ଦୀପାବଳି କଟକଣା । ମହାମାରୀ କରୋନା ପାଇଁ କଟକଣା ଲଗାଇଲେ ଗଂଜାମ ଜିଲ୍ଲାପାଳ । ଜିଲ୍ଲାରେ ନଭେମ୍ବର ୩୦ ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।…

ସମ୍ବଲପୁରରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଲୁଟ୍

ସମ୍ବଲପୁର: କୁଚିଣ୍ଡା ଥାନା ପିପାଲଖୁଣ୍ଟି ସ୍ଥିତ ୟୁନିଅନ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ଅଭିଯୋଗ। ସୂଚନାନୁସାରେ, ମଙ୍ଗଳବାର ଦିନ ପିପଳଖୁଣ୍ଟି ନିକଟରେ ଏହି ବ୍ୟାଙ୍କ କର୍ମଚାରୀମାନେ ଶାଖାକୁ ଫେରୁଥିବା ବେଳେ ସେମାନଙ୍କୁ ଅଟକାଇ ଟଙ୍କା…

ବାଇକକୁ ଧକ୍କା ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କେନ୍ଦୁଝର: ସ୍ପଷ୍ଟ ଦିବାଲୋକରେ ଘଟୁଛି ଅପରାଧ । କେନ୍ଦୁଝର, ଚମ୍ପୁଆ ଥାନା ରିମୁଳି ନିକଟରେ ଏକ ବାଇକକୁ ପଛପଟୁ ଧକ୍କା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୂଟ ଅଭିଯୋଗ। ସୁଚାନୁଯାୟୀ, ଚମ୍ପୁଆ ବ୍ଲକ୍, ବିରିକୁଆଁ ଗ୍ରାମର ମଂଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ କରିଥିବା ଅଭିଯୋଗ ଅନୁଯାୟୀ, ରିମୁଳି…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା । ମୃତକମାନେ…

ବିଜେଡି ଦଖଲରେ ବାଲେଶ୍ୱର ଓ ତିର୍ତ୍ତୋଲ; ବିଜୟୀ ପ୍ରାର୍ଥୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ବାଲେଶ୍ଵରରେ ପୁଣି ବାଜିଲା ଶଙ୍ଖ। ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଲାଗି ଆସନ ଲାଗି ଚାଲିଥିବା ଭୋଟ ଗଣତି ଶେଷ ହୋଇଛି। ଏହି ଦୁଇ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ୍‌ କରିଛି । ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୧୪୪୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଷ୍ଟେଟ୍ ପୁଲକୁ ସମେତ ରାଜ୍ୟର ୨୯ ଜିଲ୍ଲାରୁ ୧୪୪୮ କୋଭିଡ ସଂକ୍ରମିତ ସୁସ୍ଥ…

ବିବାହ ଓ ଅନ୍ତ୍ୟେଷ୍ଟି ଲାଗି ବିଏମସିର ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇଛି। ବିଏମସିର ନୂଆ ନିୟମ ଅନୁଯାୟୀ, ବିବାହ ସମ୍ବନ୍ଧୀୟ କାର‌୍ୟ୍ୟରେ ଯୋଗଦାନ କରିବା…

ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥରେ ଶହେ ସ୍ୱତନ୍ତ୍ର ଟ୍ରେନରେ ହେବ ଏସ୍କରଟିଙ୍ଗ

ଭୁବନେଶ୍ୱର: ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରେ ଏକ ଶହ ସ୍ୱତନ୍ତ୍ର ଟ୍ରେନରେ ଏସ୍କରଟିଙ୍ଗ କରାଯିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଟ୍ରେନ୍ ଏସ୍କରଟିଙ୍ଗ ଷ୍ଟାଫ୍ ମାନଙ୍କ ପାଖରେ ଏଫଆଇଆର ଫର୍ମ ମଧ୍ୟ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ କୋଚ୍…

ଖୋଲାରେ ପରିସ୍ରା କଲେ ଏହି ଜିଲ୍ଲାରେ ଗଣିବାକୁ ପଡ଼ିବ ତଣ୍ଡ

ଭୁବନେଶ୍ୱର: ଏଣିକି ଖୋଲାରେ ପରିସ୍ରା କଲେ ତଣ୍ଡ ଗଣିବାକୁ ପଡିବ। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କଡ଼ା ତାଗିଦ କରାଯାଇଛି। ନିୟମ ନ ମାନି ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ସୂଚନା ଅନୁଯାୟୀ ଆସନ୍ତା ସୋମବାର ଠାରୁ ଏହି ନିୟମ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ଏମ୍‌ଡିଙ୍କ ସମେତ ୪ଜଣଙ୍କୁ ନୋଟିସ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର, ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି…