Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଡ଼ିକାଲ ମଧ୍ୟରେ ଫାର୍ମାସିଷ୍ଟଙ୍କ ଉପରେ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଛୁରାମାଡ଼। ମେଡ଼ିକାଲ ମୋବାଇଲ ହେଲଥ ୟୁନିଟର ଡ୍ରାଇଭର କିଶୋର ମହାପାତ୍ର ଡାକ୍ତରଖାନାର ଫାର୍ମାସିଷ୍ଟ ସ୍ୱାତୀ ବଘେଲଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଫିସର ଦେଇଥିବା ସୂଚନା…

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗ; ଚୂଡାନ୍ତ ହୋଇପାରିଲା ନାହିଁ ଡିଜାଇନ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ଚୂଡ଼ାନ୍ତ ହୋଇପାରିଲା ନାହିଁ ଡିଜାଇନ୍ । ଆସନ୍ତାକାଲି ସକାଳେ ୧୭ ଜଣିଆ ତତ୍ୱବାଧାରକ ଟିମ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ଯାଇ ଡିଜାଇନ ଦେଖିବେ।ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ।ସେହି ବୈଠକରେ…

ଗଞ୍ଜାମ ଦେଲା ଖୁସି ଖବର: ଦିନକରେ ୩୫୯୭ କୋଭିଡ୍ ଟେଷ୍ଟ, ସବୁ ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ହାରୁଛି କରୋନା, ଜିତିଛି ଗଞ୍ଜାମ ଜିଲ୍ଲା । କରୋନା ଲଢ଼େଇ ଭିତରେ ଖୁସି ଖବର ସାମନାକୁ ଆସିଛି । ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌ । ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା । ସେଥିରୁ ଜଣଙ୍କଠାରେ ମଧ୍ୟ ପଜିଟିଭ ବାହାରି ନାହିଁ । ଏନେଇ ସୂଚନା…

ଆଇଟିଏଟିର କଟକ ବେଞ୍ଚ୍ କାର୍ଯ୍ୟାଳୟ ଓ ଆବାସିକ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଆସନ୍ତା ୧୧ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଅପରାହ୍ନ ସାଢ଼େ ୪ଟାରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ…

କୋଭିଡ ବେଳେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କର୍ଷ ପାଇଁ କ୍ରୁଟକୁ ପୁରସ୍କାର

ଭୁବନେଶ୍ୱର : କୋଭିଡ ୧୯ ମହାମାରୀ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଇନୋଭେସନ ଓ ଉତ୍କର୍ଷ ପାଇଁ ଓଡିଶାର କ୍ୟାପିଟାଲ ରିଜିଅଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳଯ ଦ୍ୱାରା ତ୍ରୟୋଦଶ ଅର୍ବାନ ମୋବିଲିଟି…

ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୨୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୨୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ,  ବର୍ତ୍ତମାନ ସୁଦ୍ଧା ୩,୦୨,୭୯୩ଟି ମାମଲା ରହିଥିବା ବେଳେ ମୋଟ୍ ୨,୮୯,୬୮୯ ଜଣ ଆରୋଗ୍ୟ ଲାଭ…

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ଯାଜପୁର ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଛନ୍ତି ।…

ଡ୍ରେନରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ ଅଧୀନରେ ଥିବା ଚଣ୍ଡିପୁଟ ୟୁପି ସ୍କୁଲର ମୁଖ୍ୟ ଫାଟକ ସମ୍ମୁଖସ୍ଥ ଏକ ଡ୍ରେନରୁ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ଗତ ଦୁଇ ଦିନରୁ ସାପ ସେଠାରେ ରହିଥିଲା। ତେବେ ଏନେଇ ଗତ ନଭେମ୍ବର ୮ରେ ସ୍ଥାନୀୟ ଲୋକମାନେ ସ୍ନେକ…

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧାସଳଖ ଜଣାଇ ପାରିବେ ଜଳସଂପଦ ବିଭାଗକୁ। ସୂଚନା ଅନୁଯାୟୀ ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ…