Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାରୁଛି କରୋନା, ଜିତୁଛି ଓଡ଼ିଶା: ହଜାରେ ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ସହ ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ହଜାରେ ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୫୭୨ ଜଣ ଥିବା ବେଳେ…

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ: ତିର୍ତ୍ତୋଲରେ ଶେଷ ହୋଇଛି ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪ ଭୋଟ ମିଳିଥିବାବେଳେ ବିଜେପିକୁ ୬, ୯୫୯ ଏବଂ କଂଗ୍ରେସକୁ ୧, ୬୭୭ ଭୋଟ ମିଳିଛି ।…

ମାତୃଭୂମୀ ପାଇଁ ପ୍ରାଣ ବଳି ଦେଇଥିବା ପୁରାତନ ଛାତ୍ର କ୍ୟାପଟେନ ଅଶୁତୋଷ କୁମାରଙ୍କୁ ସୈନିକ ସ୍କୁଲ ପକ୍ଷରୁ…

ଭୁବନେଶ୍ୱର: ରବିବାର ଦିନ କାଶ୍ମୀରର LOC ର କୁପୱାରା ସେକ୍ଟରରେ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ସହିଦ କ୍ୟାପଟେନ ଅଶୁତୋଷ କୁମାରଙ୍କୁ ତାଙ୍କ ବିଦ୍ୟାଳୟ ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୨୪ ବାର୍ଷିୟ ଏହି ବୀର ସହିଦ ୧୮ ମାଡ୍ରାସ୍…

ଓଟିଭି ଷ୍ଟୁଡିଓ ସାଇଟ୍ ଇନ୍‌ଚାର୍ଜଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସାରୁଅ ଜମି ବିବାଦ ମାମଲାରେ ପୁଣି ଆଉ ଜଣେ ଓଟିଭିର କର୍ମଚାରୀଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ । ଗତ ବିଳମ୍ବିତ ରାତିରେ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଉଠାଇ ନେଇଛି । ସୂଚନା ଅନୁଯାୟୀ,…

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା…

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍…

କୋରାପୁଟ ଓ ଜୟପୁର ମଧ୍ୟରେ ଲାଇନ ଚ୍ୟୁତ ହେଲା ମାଲବାହି ଟ୍ରେନର ୧୨ ଟି ବଗି 

କୋରାପୁଟ: ସୋମବାର ବିଳମ୍ବିତ ରାତିରେ କୋରାପୁଟ ଓ ଜୟପୁର ମଧ୍ୟରେ ମାନବାର ଷ୍ଟେସନ ନିକଟରେ ଲମାଲ୍‌ବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନଟିର ୧୨ ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ବରିଷ୍ଠ ରେଳ…

ବାଲେଶ୍ୱର ଓ ତିର୍ତ୍ତୋଲରେ ଆଗରେ ବିଜେଡି, ସରିଲା ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: ଖୋଲିଛି ଇଭିଏମ୍ ପେଡ଼ି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପୋଷ୍ଟାଲ ବାଲାଟ ଗଣତିରେ ବାଲେଶ୍ୱରରେ ଆଗରେ ବିଜେଡି ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୬୧୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସ୍ୱରୂପ ଦାସଙ୍କୁ ୩…

ଆଜି ରେଜଲ୍ଟ ଡେ’; ବାଲେଶ୍ଵରରେ ଆରମ୍ଭ ହେଲା ଭୋଟ୍ ଗଣତି

ବାଲେଶ୍ୱର: ଆଜି ହେଉଛି ରେଜଲ୍ଟ ଡେ। ବାଲେଶ୍ଵରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ସୂଚନା ରହିଛି। ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନରେ କାହାର ବାଜିମାତ୍ ହେଲା ସେ ନେଇ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ।…

[ଦେଖନ୍ତୁ] ସରକାରୀ ବାବୁଙ୍କ ପିସି ଲୋଭ; ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ଯାଜପୁର: ସରକାରୀ ବାବୁଙ୍କ ପିସି ଲୋଭ। ଦରମା ଟଙ୍କାରେ ପୁରୁନି ବାବୁଙ୍କ ପେଟ। ଭଲ ଭାବରେ ଦେଖନ୍ତୁ କିଭଳି ଖୋଲା ଖୋଲି ଠିକାଦରଙ୍କୁ ପିସି ମାଗୁଛନ୍ତି VLW। ବିଭିନ୍ନ ଠିକା କାମରେ ୧୦ ପ୍ରତିଶତ ପିସି ଦେବାକୁ ସେ ଠିକାଦାରଙ୍କୁ ଦାବି କରୁଛନ୍ତି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ…