Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୫ ଗିରଫ, ୩୫ ବାଇକ ଜବତ

କଟକ: ବାଇକ ଚୋରି ର‌୍ୟାକେଟର ପର୍ଦ୍ଦାଫାସ । କଟକ ଜଗତପୁର ଥାନା ପୋଲିସ କବଜାରେ ୫ ବାଇକ ଲୁଟେରା । ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ…

ପ୍ରତାପଙ୍କ ଟାର୍ଗେଟ୍‌ରେ ରଣେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱର ପ୍ରଚାର ମଇଦାନରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି । ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ…

ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଦାବି

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ ପ୍ରଦର୍ଶନ । ମାର୍ଚ୍ଚ ୨୦ ରୁ କରୋନା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ବହୁ ଦୂରରୁ ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଅନ୍ତତଃ ଶ୍ରୀମନ୍ଦିର ନଖୋଲିବା ଯାଏଁ…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଖବର ଅନୁଯାୟୀ, ଶନିବାର ସକାଳେ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ…

ଅଂହକାରୀଙ୍କ ସଦ୍‌ବୁଦ୍ଧି ହେଉ, ରାଜ୍ୟ ସରକାର ସମ୍ବେଦନହୀନ ସରକାର: ଧର୍ମେନ୍ଦ୍ର

ବାଲେଶ୍ୱର: ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢ଼େଇ । ବାଲେଶ୍ୟର-ତିର୍ତ୍ତୋଲ ପାଇଁ ଅଂଟା ଭିଡିଛନ୍ତି ସବୁ ଦେଳର ନେତା । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍ । ହେଭିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି…

‘ବିସର୍ଜନ ନିୟମ ଭାଙ୍ଗିଲେ ହେବ କଡା କାର୍ଯାନୁଷ୍ଠାନ’

ଭୁବନେଶ୍ୱର: କରୋନା କାଳରେ ପାଳିତ ହେଉଛି ଦୁର୍ଗା ପୂଜା । କୋଭିଡ ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ମା’ଙ୍କ ପୂଜା ପାଳିତ ହେଉଛି । ତେବେ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି । କଡା ନିୟମ ଲାଗୁ କରିଛି ବିଏମ୍‌ସି । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ…

କରୋନା ନେଲା ଆଉ ୧୫ ମୁଣ୍ଡ, ମୋଟ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ କରୋନା ଗ୍ରାଫ ଖସୁଥିବା ବେଳେ ଆଉ ଗେଟେ ପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ୧୫…

ଖସିଲା କରୋନା ମିଟର, ରାଜ୍ୟରେ ୧୬୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଖସୁଛି କରୋନା ଗ୍ରାଫ । ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ୨ ହଜାର ତଳେ କରୋନା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘାଂଟାରେ ୩୦ ଜିଲ୍ଲାରୁ ୧୬୯୫ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ଜଣେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବନ୍ଥପଲ୍ଲୀ ଗାଁରେ । ମୃତକଙ୍କ ନାଁ ବଚନ ସ୍ୱାଇଁ । ଅଭିଯୋଗ ହୋଇଛି, ବଚନଙ୍କୁ ଗାଁର କଙ୍ଗାରୁ ଭୂୟାଁ ଛୁରି ଭୁସୀ ଦେଇଥିଲେ ।…