Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୀଠେ ନବମୀ, ମଣ୍ଡପରେ ମହାଷ୍ଟମୀ…ଶାଢୀ ପୂଜା ପାଇଁ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ସେ ଦେବୀ ପୀଠ ହେଉ କି ପୂଜା ମଣ୍ଡପ ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । କିନ୍ତୁ ଏଥର କରୋନା ପାଇଁ ସବୁ ବର୍ଷ ଭଳି ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ଆଜି ପୀଠରେ ଚାଲିଛି ନବମୀ ପୂଜା । ସେପଟେ ମୁଣ୍ମୟୀ ମୂର୍ତ୍ତୀଙ୍କ ନିକଟରେ ଅଷ୍ଟମୀ ପୂଜା ।…

ବିନା ଭକ୍ତରେ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: କରୋନା କଟକଣା ଓ ବିନା ଭକ୍ତରେ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖୋଲରେ ପ୍ରଥମେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା । ଏହାପରେ ବିନା ଭକ୍ତରେ ସହର ପରିକ୍ରମା କରିବା ମା' ମାଣିକେଶ୍ୱରୀଙ୍କ ଛତର । ଆଜି ସକାଳେ…

ପୂଜାଛୁଟି ପାଇଁ ବନ୍ଦ ରହିବ ଓଡିଶା ହାଇକୋର୍ଟ

କଟକ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପୂଜା ଛୁଟି ପାଇଁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବା ନେଇ ସୂଚନା ମିଳିଛି। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୨୮ ରେ ଗୋଟିଏ ଦିନ ପାଇଁ ଶୁଣାଣି ହେବ ।…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା ଧୀରେ ଧୀରେ କମୁଛି । ସୁସ୍ଥ ହାର ବଢୁଛି । ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ହଜାର ୩୭୭ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଞ୍ଜରୁ ୧୨୬ ଜଣ ଆରୋଗ୍ୟ ଲାଭ…

କରୋନା ଟିକା ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ମାଗିଲେ ସରକାର

ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ ଓଡିଶା ସରକାର ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ) ପ୍ରଦିପ୍ତ କୁମାର ମହାପାତ୍ର ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଓଡିଶା ରାଜ୍ୟ ଶାଖା), ଆୟୁଷ…

ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଭୁବନେଶ୍ୱର: ଚଳିତବର୍ଷ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା । ପୂର୍ବ…

ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶୁକ୍ରବାର ଦିନ ଏକ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ…

ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ବିନା ବିଜ୍ଞାପନରେ ନିଯୁକ୍ତି ଅଭିଯୋଗ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଚାଲୁଛି ଆଇନକୁ ଆଖି ଠାର l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ସରକାରୀ ବ୍ୟବସ୍ଥାକୁ ଅବମାନନା କରି ଚାଲିଛି ରାବଣ ରାଜ l ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ୫ ମାସ…

ଓଲଟି ପଡିଲା ମାଛ ବୋଝେଇ ଗାଡି: ସାହାଯ୍ୟ ବଦଳରେ ମନଇଚ୍ଛା ଲୁଟି ନେଲେ ଲୋକେ

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଦିଘା ଯାଉଥିବା ଏକ ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ବିଛାଡି ହୋଇ ପଡିଥିଲା ୪ ଲକ୍ଷ ଟଙ୍କାର ମାଛ। ମାତ୍ର ସାହାଯ୍ୟ ବଦଳରେ ଯିଏ ପାଇଲା ସେ ବୋହି ନେଇ ଚାଲିଲେ। ବାଟରେ ଯାଉଥିବା ଲୋକମାନେ ପଲିଥିନ୍ ଓ ବ୍ୟାଗରେ ଭର୍ତ୍ତି…

ଭୁବନେଶ୍ୱରରେ ୧୮୯ କରୋନା ଆକ୍ରାନ୍ତ; ସେଥିରୁ ୧୪୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୮୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ୨୮,୨୯୯ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…