Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆର୍ଟ ହଜ ଗ୍ୟାଲେରୀରେ ସ୍ଥାନ ପାଇଲା ଚିତ୍ରଶିଳ୍ପୀ ଆଦିତ୍ୟଙ୍କ ଚିତ୍ର

ବାଲେଶ୍ୱର: ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି । ସେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଏହା ବ୍ୟତୀତ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ…

ଦେଖନ୍ତୁ ଭିଡ଼ିଓ; ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର: ଧରବତାରଣ କରିଛନ୍ତି ଜଗତଜନିନୀ ମାଆ ଦୁର୍ଗା। ସବୁଠି ଚାଲିଛି ତାଙ୍କର ଷୋଡଶ ପୂଜା ଉପଚାର। ଗଗନ ପବନ ପୁଲକିତ । ମାଆଙ୍କ ଆଗମନରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ। ଏହି ଶାରଦୀୟ ପୂଜା ଅବସରରେ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ପାଳନ ହୋଇଛି ମହାଷ୍ଟମୀ ପୂଜା ।…

[ଭିଡିଓ] ବିଧାୟକ ବାହିନୀପତି ସାଜିଲେ କଳାକାର

ଭୁବନେଶ୍ୱର: ରାଜନେତାଙ୍କର କେତେ ରୂପ । ତେବେ ଏଠି କାହାକୁ ଆକ୍ଷେପ କରାଯାଇନି, ବରଂ ଓଡିଶାର ଜଣେ ବିଧାୟକଙ୍କ ଅନ୍ୟତମ ପ୍ରତିଭା ବିଷୟରେ ଉଲ୍ଲେଖ ହୋଇଛି । କୋରାପୁଟ, ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକ ଥର ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର ସେ କଳାକାର ସାଜି ଏକ ଭଜନ…

ଡକାୟତି ପାଇଁ କରୁଥିଲେ ପ୍ଲାନ; ଧରିନେଲା ପୋଲିସ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗୁରୁବାର ଦିନ ତାଲାବାଣିଆ ଅଞ୍ଚଳର ଏକ ସ୍ଥାନରୁ ପାଞ୍ଚଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ମାନର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ରେଡ଼ ହ୍ୟାଣ୍ଡେଲଡ଼ ଧରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ…

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ନିକଟ…

ଗ୍ରୀନ କରିଡରରେ ରାଜଧାନୀ; ୮ ମିନିଟରେ ଏୟାରପୋର୍ଟ ପହଞ୍ଚିଲେ ଗୁରୁତର ରୋଗୀ

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଯାହା ଫଳରେ କେବଳ ମାତ୍ର ୮ ମି.ରେ ଏୟାରପୋର୍ଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ସୂଚନାନୁସାରେ ସମ୍ପୃକ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନିଆଯିବା ନେଇ…

ଓଡିଶାରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନା ଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୯୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

କୋରାପୁଟରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟରୁ ଶୁକ୍ରବାର ଦିନ ଓଡିଶା ପୋଲିସ ପ୍ରାୟ ୧୩ କ୍ୱିଣ୍ଟାଲ୍ ର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଘଡୁ…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୪ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୦ଟା ୩୦ମି.ରୁ ୧ଟା ୩୦ମି. ମଧ୍ୟରେ ରାଜ୍ୟର…

ବ୍ରାଣ୍ଡ ନାଁରେ ଭେଜାଲ୍ ମାଲ୍: ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ

ଭୁବନେଶ୍ୱର: ଅସଲି ବ୍ରାଣ୍ଡରେ ନକିଲା କାରବାର । ରାଜଧାନୀରୁ ଠାବ ହୋଇଛି ନକଲି ପାଣି କାରଖାନା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅନ୍ତର୍ଗତ ଗ୍ରାମଡ଼ିହ ଗାଁରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା । ଏହି ଘଟଣାରେ ମ୍ୟାନେଜର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…