Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରଲୋକରେ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ

ଭୁବନେଶ୍ୱର: ପରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ । କଟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗୁରୁପଦ ନନ୍ଦଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା…

ଶବ ସତ୍କାର ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦା ସତ୍କାର ଉପରୁ କଟକଣା ହଟିଛି । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର…

କରୋନା ଆକ୍ରାନ୍ତ ହେଲେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ପ୍ରିତିରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବିଧାୟକ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ ସଙ୍ଗରୋଧରେ ଅଛି। ଯଦିଓ କରୋନା ର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋର ସ୍ୱାବ ଟେଷ୍ଟ…

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ସୋମବାର ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୋମବାର ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ…

୮ ଜିଲ୍ଲାରୁ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: କରୋନା କାୟା ଭିତରେ ରାଜ୍ୟରେ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମହାମାରୀ ୧୧ଶହ ୬୮ ଜୀବନ ନେଲାଣି । 2.A 60-year old male of…

ଦୁଇ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ସହ ଲଢ଼େଇ ଭିତରେ ସାମନାକୁ ଆସିଲା ଭଲ ଖବର । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୦୪ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୧୫ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଟଳିଲା ବଡ ବିପଦ, ୭ଟି ଲ୍ୟାଣ୍ଡ ମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି: ଟଳିଲା ବଡ ଧରଣର ବିପଦ । ଲ୍ୟାଣ୍ଡ ମାଇନ୍ ଓ ଟିଫିନ ବୋମା ଜବତ । ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ ବୋମା ଜବତ ହୋଇଛି ।  କମ୍ବିଂ ଅପରେସନ ବେଳେ ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ଲ୍ୟାଣ୍ଡମାଇନ ମାଓ ସାମଗ୍ରୀ…

ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ମୟୂରଭଂଜ: ଦଳିଦେଲା ଦନ୍ତା । ମୟୂରଭଂଜ ଜିଲ୍ଳା ମୋରଡା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ତଣ୍ଡବ ରଚିଛନ୍ତି । ରସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପାର୍ବଣ ପାଇଁ ରେଳଯାତ୍ରୀଙ୍କୁ ଭେଟି । ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘର ସମେତ ୬ଟି…