Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଉଠାଇନେଲା ପୋଲିସ । ଦାଦାବଟି ନେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସର ଆଂଟି ଏକ୍ସଟର୍ସନ ୱିଙ୍ଗ ରାଜାଙ୍କୁ ଗିରଫ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜା ଆଚାର୍ଯ୍ୟଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି ।…

ଆକାଶରୁ ଖସିଲା କ୍ୟାମେରା ଲାଗିଥିବା ଯନ୍ତ୍ରାଂଶ, ଲୋକେ ଛାନିଆ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଅଂଚଳରେ ଏକ ଉଡନ୍ତା ବେଲୁନ୍‌କୁ ଦେଖି ଲୋକେ ଛାନିଆ । ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ଯନ୍ତ୍ରାଂଶଟି କୁଆଡେ ଆସିଲା ସେନେଇ…

ଧରାପଡିଲା ଲୁଟେରା ଗ୍ୟାଙ୍ଗ, ଲୁଟରେ ସ୍ତ୍ରୀ କରୁଥିଲେ ସହଯୋଗ

କଟକ: ଦୀର୍ଘ ଦିନ ପରେ କଟକ ଚୌଦ୍ୱାର ପୋଲିସ କବ୍‌ଜାରେ ଧରାପଡିଛି ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ…

ସମୟ ପୂର୍ବରୁ ଖୋଲିଲା ଅପରାଜିତାଙ୍କ ଅଫିସ, ସାଂସଦ କହିଲେ, ସିଲ୍ କରିବା ବେଆଇନ୍‌

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଏମ୍‌ସି ତାଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରିଥିଲା । ହେଲେ ଆଜି ହଠାତ ତାଙ୍କ ଅଫିସକୁ ବିଏମ୍‌ସି ଖୋଲିଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି…

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧,୧୨୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୨୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୨, ଜଗତସିଂହପୁରରୁ…

ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କଲେ କୋଭିଡ ଯୋଦ୍ଧା

ପୁରୀ: ଯୋଗ କଲେ କୋଭିଡ ଯୋଦ୍ଧା । କୋଭିଡକୁ ମାତ ଦେଇଥିବା ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଏକାଠି ହୋଇ ଯୋଗ କରିଛନ୍ତି । ଆଜି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ‘ମୋ ବିଚ୍ ମୋ ଯୋଗ’ । ଅନ୍ୟ ଆକ୍ରାନ୍ତଙ୍କୁ ସାହାସ…

ଓଡିଶାରୁ ୨୧୯୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୯୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ସାନ ଭଉଣୀର ମୃତଦେହ ଠାବ, ବଡ ଭଉଣୀ ଏବେବି ନିଖୋଜ

ବଲାଙ୍ଗିର: ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ସୋନପୁର ଜିଲ୍ଲାରୁ ଠାବ ହୋଇଛି ସାନଭଉଣୀଙ୍କ ମୃତଦେହ। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ ହୋଇଛି। ମୃତା ଯୁବତୀ ଆଞ୍ଚଲ…

ଆସନ୍ତା ୧୯ରୁ ଖୋଲିବ ଭିତରକନିକା, ପର୍ଯ୍ୟଟକ ଏସବୁ ନିୟମ ମାନିବା ଜରୁରୀ

କେନ୍ଦ୍ରାପଡ଼ା: ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ…