Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲରାପତରିଆ ଚମଡା ଜବତ, ଜଣେ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ କବଜାରେ କଲରାପତରିଆ ସ୍ମଗଲର । ବିକ୍ରି ଯୋଜନା ବେଳେ ଗୋଟିଏ କଳରାପତରିଆ ବାଘ ଚମଡା ଜବତ କରିଛି ଏସ୍‌ଟିଏଫ୍ । ଏଥିସହ ଏହି ସ୍ମଗଲିଂରେ ସମ୍ପୃକ୍ତ ଥିବା ଜଣକୁ ଏସ୍‌ଟିଏଫ୍ ଗିରଫ ମଧ୍ୟ କରିଛି । ସମ୍ବଲପୁର-ସୋନପୁର ସୀମା ଅଚଂଳରୁ ଏହି ବାଘ ଚମଡା ଜବତ…

ଡକାୟତି ଯୋଜନା ପଣ୍ଡ କଲା ପୋଲିସ

ଯାଜପୁର: ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଗତ ବିଳମ୍ବିତ ରାତିରେ ଡକାୟତି କରିବାକୁ ଯୋଜନା କରୁଥିବା ସମୟରେ ଯାଜପୁର ରୋଡ଼ ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଟି ଜିଅନ୍ତା ବୋମା, ମାରଣାସ୍ତ୍ର,…

ଯାଜପୁରରେ ୩ ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲାର ଉଦୟମାନ ତିନିଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ପ୍ରେସ୍‌କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୁର୍ବତନ…

କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର:ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅରୂପ ପଟ୍ଟନାୟକ ଗଡମାଣିତ୍ରୀ ଗାଁକୁ ଯାଇଥିବା…

ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା: ସରକାର ଗ୍ରହଣ କରିଥିବା ପଦକ୍ଷେପର ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ: ଗତ ୭ତାରିଖ ଅପରାହ୍ନରେ ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଜାତୀୟ ମାନବାଧିକାର କମିଶନ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ସଚିବ ଏବଂ ରାଜ୍ୟ ସରକାର ମୂଖ୍ୟ ଶାସନ ସଚିବଙ୍କୁ…

ଚିଲିକା ନିକଟରୁ ଉଦ୍ଧାର ହେଲା ଡଲଫିନର ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିଲିକା କୂଳରେ ଥିବା ଏକ ରିସର୍ଟ ନିକଟରୁ ଏକ ଡଲଫିନ୍‌ର ଶବ ଉଦ୍ଧାର ହୋଇଛି । ସୂଚନାନୁସାରେ, କିଛି ସ୍ଥାନୀୟ ଲୋକ ୫ ଫୁଟ ଲମ୍ବ ବିଶିଷ୍ଟ ଏହି ଡଲଫିନ ଟି ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡଲଫିନ…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ଦଳ ମମତା କୁଣ୍ଡୁଙ୍କୁ ଓ ତିର୍ତ୍ତୋଲ ପାଇଁ ବିଂମାଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ୍ ମିଳିଛି । ଦଳର ନୂଆ ମୁହଁ ଭାବେ ନିର୍ବାଚନକୁ ଓହ୍ଲାଇଥିବା…

ମାଡ଼ିଗଲା ଆମ୍ବୁଲାନ୍ସ; ଜଣେ ମୃତ

ବାଲିଅନ୍ତା: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତାର ଭାର୍ଗଭି ବ୍ରିଜ ଉପରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସାହୁ (୬୬) ବୋଲି ଜଣାପଡିଛି। ସୂଚନାନୁସାରେ, ବ୍ରିଜ ପାର ହେଉଥିବା ବେଳେ ଆମ୍ବୁଲାନ୍ସ…

ଭକ୍ତଙ୍କ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିବା ନେଇ ସୂଚନା ମିଳିଛି। ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବ ନାହିଁ ଦୁର୍ଗାପୂଜା : ଜିଲ୍ଲାପାଳ

ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଲୋକଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି। ତେବେ ଆଗକୁ ଆହୁରି ସଜାଗ ରହିବାକୁ…