Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁରରର ଚାଷୀ ଆତ୍ମହତ୍ୟା; ପରିବାରକୁ ସହାୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପାଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ ବନ୍ୟାରେ ଧାନ ଫସଲ କ୍ଷତିକୁ ସହ୍ୟ ନକରିପାରି ଗତ…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୨୭୧ କରୋନା ପଜିଟିଭ; ୩୧୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ୨୫,୭୩୫ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ…

ବେଆଇନ ଅର୍ଥ ଶୋଷଣ କରୁଛି ସେଣ୍ଟ ଜାଭିୟର୍ସ ସ୍କୁଲ; ବିନା ରସିଦରେ ଦେୟ ପୈଠ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ

ଯାଜପୁର: ଅବିଭାବକଙ୍କୁ ଆର୍ଥିକ ଶୋଷଣ କରୁଛି ଘରୋଇ ଶିକ୍ଷାନୁଷ୍ଠାନ। ରି-ଆଡ଼ମିସନ ଓ ଫର୍ମ ଫିଲପ ନାମରେ ବେଆଇନ ଅର୍ଥ ଆଦାୟ କରୁଛି ସେଣ୍ଟ ଜାଭିୟର୍ସ ସ୍କୁଲ । ଏଥିସହ ସରକାରୀ ନିଦ୍ଦେର୍ଶ ଓ ନିୟମକୁ ମଧ୍ୟ ଉଲଘଂନ ମଧ୍ୟ କରାଯାଉଛି। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବ୍ୟାସନଗର…

ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ପ୍ରତିଷ୍ଠିତ କଳା,ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ତଥା ଏକ ଅବିସ୍ମରଣୀୟ ଦିବସ ୧୦.୧୦.୨୦୨୦ ତାରିଖରେ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ,…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର…

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କୁ ଦସ୍ତାବିଜ ପଠାଇଲେ ଅପରାଜିତା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଚିଠି ମାଧ୍ୟମରେ ସେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ସମସ୍ତ ଫଟୋ ଓ ଭିଡିଓଗୁଡିକୁ…

ଉପନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଜଗତସିଂପୁର: ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ବ୍ୟୁହ ରଚନା କରୁଛି ବିଜେଡି । ରଣନୀତି ପ୍ରସ୍ତୁତି ଭିତରେ ଚାଲିଛି ମିଶ୍ରଣ ପର୍ବ । ଆଜି ବିଜେଡିରେ ଯୋଗ ଦେଇଛନ୍ତି ବିଜେପି ଛାଡିଥିବା ରମାକାନ୍ତ ଭୋଇ । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ ଓ ସାଂସଦ…

କରୋନା କଟକଣା ଭିତରେ ଓଡିଶାରେ ଦୁର୍ଗା ପୂଜା…

ହିନ୍ଦୁଧର୍ମାବଲମ୍ବୀ ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ ହେଉଛି ଦୁର୍ଗା ପୂଜା। ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହି ପର୍ବର ଶେଷ ଦିନଟି ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ…

ଲୁଗା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ

ବାଲେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କୁ ଖଣ୍ଡାରେ ମରାନ୍ତକ ଆକ୍ରମଣ । ସିସିଟିଭିରେ କଏନ୍ ହେଲା ଲାଇଭ ଭିଜୁଆଲ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଘଟିଛି ଏଭଳି ଘଟଣା । ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା।…