Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ରେଲୱେ ଓଭର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଛେଣ୍ଡିପଦାରୁ ଜରପଡା ଯାଇଥିବା ରାସ୍ତାରେ ଜରପଡା ଆଡୁ ଛେଣ୍ଡିପଦା ଆଡକୁ ଯାଉଥିବା ଏକ ଟ୍ରକ ମୋଟର ସାଇକେଲକୁ ଧକ୍କା ଦେଇଥିଲା…

ବାଦଲଗିରି ଜଳପ୍ରପାତ ନିଷିଦ୍ଧାଞ୍ଚଳ ଘୋଷିତ; ଜାଣନ୍ତୁ କାହିଁକି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବଣାଇ ସବ-ଡିଭିଜନ ଗୁରୁଣ୍ଡିଆ ବ୍ଲକର ସପଲତା ଗ୍ରାମ ନିକଟସ୍ଥ ବାଦଲଗିରି ଜଳପ୍ରପାତକୁ ଶନିବାର ଦିନ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ସବ୍-କଲେକ୍ଟର ପ୍ରଦିପ କୁମାର ଡାଙ୍ଗ କହିଛନ୍ତି ଯେ ଏହା ମଧ୍ୟକୁ…

ପ୍ରଶାସନିକ ସେବା ପ୍ରିଲିମର ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମନାରୀ ଅନଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ତିନି ତାରିଖରେ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳ ପରିସୀମା ଭିତରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର,…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୭୬୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୭୬୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୧୧୭୩, କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ୱରରୁ…

୭ ଦିନିଆ ବନ୍ଦ ପାଇଁ ପ୍ରଶାସନକୁ ନାଗରିକ ଫୋରମର ଅନୁରୋଧ

ବାରିପଦା: ବାରିପଦାସ୍ଥିତ ନାଗରିକ ଫୋରମ୍ କୋଭିଡ ସଂକ୍ରମଣ ରୋକିବା ପାଇଁ ସହରରେ ସାତ ଦିନିଆ ସଟଡାଉନ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ଯୁବ ସଙ୍ଗଠନ, ବ୍ୟବସାୟ ସଂସ୍ଥା, ଟ୍ରେଡ ୟୁନିୟନ ଏବଂ ଆଡଭୋକେଟ ୟୁନିଅନ ପକ୍ଷରୁ ଶନିବାର ଦିନ…

ବିଜେପି କେନ୍ଦ୍ରୀୟ ଟିମରେ ୪ ଓଡିଆ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟିମ୍‌ରେ ଆଜି କେନ୍ଦ୍ରୀୟ ଟିମର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ଟିମରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ବୈଜୟନ୍ତ ପଣ୍ଡା ପୂର୍ବଭଳି ଏଥର ବି ରଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିବା ବେଳେ ମୟୂରଭଂଜ ସାଂସଦ…

ସୋମବାରରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ରେଡିଓ ପାଠଶାଳା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ସୋମବାରଠାରୁ ରାଜ୍ୟରେ ଆରମ୍ଭ ହେବ ରେଡିଓ ପାଠଶାଳା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ସକାଳ ୧୦ ଟାରୁ ପାଠପଢା ହେବ । ରାଜ୍ୟର…

ଗୋଟିଏ ଦିନରେ ଭୁବନେଶ୍ୱରରେ ୩୧୯ ଆକ୍ରାନ୍ତ; ସୁସ୍ଥ ୩୫୩

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୬୨ ଜଣ କ୍ୱାରେଣ୍ଟାଇନ୍ ଏବଂ…

ନୟାଗଡରେ ଦୁଇ ଦିନିଆ ସଟଡାଉନକୁ ନେଇ ଦ୍ୱନ୍ଦ; ସ୍ପଷ୍ଟ କଲା ପ୍ରଶାସନ

ନୟାଗଡ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ରେ ନୟାଗଡ ସହରରେ ଦୁଇ ଦିନିଆ ସଟଡାଉନ୍ ଲାଗୁ ହେବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖାରଜ କରିଛନ୍ତି ନୟାଗଡ ପ୍ରଶାସନ । ଏସମ୍ପର୍କରେ ନୟାଗଡ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଟ୍ୱିଟ୍…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ

ଭୁବନେଶ୍ୱର: ଓଟିଭି ଏମ୍‌ଡିଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାରୁଆ ଗ୍ରାମବାସୀ । ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ ଗାଁ ଲୋକଙ୍କୁ ଠକି ଥିବା ସେମାନେ ଅଭିଯୋଗ କରିଛନ୍ତି । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ…