Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ ତାରିଖରେ ପଶ୍ଚିମବଙ୍ଗରୁ ହଟିବ ସମ୍ପୂର୍ଣ୍ଣ ଲକଡାଉନ; ସ୍ବାଭାବିକ ହେବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି। ଯାହା ଫଳରେ ଏହି ଦିନ ପାଇଁ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଥିବା ଟ୍ରେନ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ମଧ୍ୟରେ…

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ନିମନ୍ତେ ଏହି ପ୍ୟାକେଜ ଘୋଷଣା ହୋଇଛି । ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩…

ରାଉରକେଲାରେ ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଆଜି ରାଉରକେଲା ମହାନଗର ନିଗମ ଦ୍ୱାରା ଉଦିତ ନଗର ଥାନା ନିକଟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର ବା ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଜି ଦିନ ପ୍ରାୟ ୧୦ଟା…

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ରାଜ୍ୟର ପ୍ରାୟ ୧୫୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ଥର କରୋନା କଟକଣା ମଧ୍ୟରେ ପାଖାପାଖି ୨୨୬୪୯ ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ଦିନ…

ଭଲ ଖବର: ଗଞ୍ଜାମରେ ସୁସ୍ଥ ହେଲେଣି ୯୫% କରୋନା ଆକ୍ରାନ୍ତ

ଗଞ୍ଜାମ: କରୋନାର ଦିନେ ରେଡହଟ୍ ଜିଲ୍ଲା ଥିବା ଗଞ୍ଜାମ ଏବେ ମହାମାରୀକୁ ନିୟନ୍ତ୍ରଣକୁ ଆଣୁଛି । ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କମ୍ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ବେଶୀ ଡିସଚାର୍ଜ ହେଉଛନ୍ତି । ଦିନେ ଆକ୍ଟିଭ୍ କେସରେ ରାଜ୍ୟରେ ଏକ ନମ୍ୱର ଜିଲ୍ଲା ଥିବା ଗଞ୍ଜାମ ୨୦ଟି ସ୍ଥାନ…

ବାଲେଶ୍ବରରେ ହେବ ଆଉ ଗୋଟିଏ କୋଭିଡ ହସ୍ପିଟାଲ

ବାଲେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ ନୂଆ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କଟକ, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ,…

ସେପ୍ଟେମ୍ବର ୧୩ ତାରିଖରେ ବନ୍ଦ ରହିବ ୟୁନିଟ୍ ୧ ମାର୍କେଟ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍ ୧ ହାଟ ସେପ୍ଟେମ୍ବର ୧୩ ତାରିଖ ଦିନ ତଥା ଆସନ୍ତା ରବିବାର ସକାଳ ୧୧ ଟାରୁ ଅପରାହ୍ନ ୫ ଟା ଯାଏଁ ବନ୍ଦ ରହିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)ର ସୂଚନା ଅନୁଯାୟୀ, ସ୍ଥାନୀୟ ମଦର ପବ୍ଲିକ୍ ସ୍କୁଲରେ ନିଟ୍-ଜେଇଇ ପରୀକ୍ଷା ଅନୁଷ୍ଠିତ…

ଭରତପୁର ନାବାଳକ ହତ୍ୟାକାଣ୍ଡ:ଖଣ୍ଡିଗିରି ଥାନାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍

ଭୁବନେଶ୍ୱର: ଭରତପୁର ନାବାଳକ ଅଶ୍ୱନୀ ପାଢ଼ୀ ହତ୍ୟା ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଖଣ୍ଡିଗିରି ଥାନରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦୁଇ ଜଣିଆ ଟିମ୍ । ତଦନ୍ତର ଅଗ୍ରଗତି ନେଇ ଥାନା ଅଧିକାରୀ ସହ ଆଲୋଚନା କରିଛନ୍ତି । ଏଯାଏ ନାବାଳକ ହତ୍ୟାକାଣ୍ଡରେ କେତେ…