Latest Odisha News

BREAKING NEWS

Browsing Category

ଓଡିଶା

Odisha

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…

କରୋନା ସଂକ୍ରମିତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଗତକାଲି ପଜିଟିଭ ବାହାରିଥିବା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ହାତପାଣ୍ଠି ଜାଲିଆତି ଅଭିଯୋଗ; ୨ ଗିରଫ

ବାରିପଦା: ସାଂସଦଙ୍କ ଦସ୍ତଖତ ଜାଲ କରିବା ଓ  ହାତପାଣ୍ଠି  କାମରେ ଅନିୟମିତତା ଅଭିଯୋଗରେ ଦୁଇ ଗିରଫ । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିବା ସାଂସଦ କହିଛନ୍ତି । ସାଂସଦଙ୍କ ଦସ୍ତଖତ…

ଆଉ ୧୧ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୫୧୪

ଭୁବନେଶ୍ୱର: କରୋନା ନେଲା ଆଉ ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ତିନି ଜଣ ମହିଳା ଅଛନ୍ତି । ବାକି ୮ ଜଣ ପୁରୁଷ । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ(ଭୁବନେଶ୍ୱର) କରୋନା ନେଇଛି ଆଉ ଦୁଇ ମୁଣ୍ଡ ।…

ଦିନକରେ ରାଜ୍ୟରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୨୧୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୨୮୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ସଂକ୍ରମିତ ହୋଇଛନ୍ତି । କଟକରୁ ୪୦୦, ବାଲେଶ୍ୱର ଜିଲ୍ଲାରୁ ୧୯୪ ନୂଆ ଆକ୍ରାନ୍ତ ଥିବା ବେଳେ…

କୋପରେଟିଭ୍ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର । ତାଙ୍କ ନାଁ ବିଦ୍ୟାଧର ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ । ବିଦ୍ୟାଧରଙ୍କ ଢେଙ୍କାନାଳ ସ୍ଥିତ ଅଫିସ୍, ଭୁବନେଶ୍ୱର…

ରାଜ୍ୟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ରାସ୍ତାରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ । ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ସ୍ୱାଭାବିକ ହୋଇଛି । ୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ କରିବ । ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଦେଇଥିବା…

ଦୁର୍ଘଟଣା ଘଟାଇଥିବା ବସକୁ ଜାଳି ଦେଲେ ଉତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା: ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ତୁମୁଳୁକାଣ୍ଡ । ବସରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ । ବିଚ ରାସ୍ତାରେ ହୁ ହୁ ହୋଇ ଜଳିଗଲା ବସ୍ । କେନ୍ଦ୍ରାପଡ଼ା ଜିଲ୍ଲାର ହଦଳିଆଗଡା ନିକଟରେ ଏହି ଘଟଣା ଘଟିଛି । ଆଜି ସକାଳୁ ପାଞ୍ଚ ନମ୍ବର ଜାତୀୟ ରାଜପଥର ହଳଦିଆଗଡ଼ା…

ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବର୍ତ୍ତମାନ ସୁଦ୍ଧା ଶହେ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କଲେଣି । ଏହି ମହାନତା ପାଇଁ ସେମାନଙ୍କୁ ତାରିଫ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,…

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରଜରାଜନଗର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀପ…