Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଲା ଜଗତର ଅନିର୍ବାଣ ଦୀପଶିଖା : ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ

ଚିରାଚରିତ ପାଲାରେ କଳାତ୍ମକ ପ୍ରକାଶଭଙ୍ଗୀର ପ୍ରଚଳନ କରି ସେ ପାଲାରେ ସୃଷ୍ଟି କରିଥିଲେ ନବଦିଗନ୍ତ । ତାଙ୍କର ସୌମ୍ୟକାନ୍ତି ଓ ସୁମଧୁର ସ୍ଵରର ଝଙ୍କାର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ କରୁଥିଲା ସମ୍ମୋହିତ । ଏହି ଯୋଗଜନ୍ମା ଗାୟକ ହେଉଛନ୍ତି ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ । ଉତ୍କଳ ଭାରତୀ…

ଜେଇଇ/ନେଟ୍ ପ୍ରାର୍ଥୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଜେଇଇ/ନେଟ୍ ପରୀକ୍ଷାକୁ ଆଉ ୪୮ଘଣ୍ଟାରୁ କମ୍ ସମୟ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ମାନଙ୍କୁ  ନିବେଦନ କରିଛନ୍ତି। "ପିଲାମାନେ ଆମ ଦେଶର ଭବିଷ୍ୟତ ଓ ଓଡ଼ିଶାର ଭବିଷ୍ୟତ ।ସେମାନେ ଆମ  ପରିବାର ର ଓ…

ଓଡ଼ିଶାରେ ମାସକରେ ୭୦ ହଜାର , ତିନି ଦିନରେ ୧୦ ହଜାର ପଜିଟିଭ୍

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶାରେ କରୋନା ସଂକ୍ରମଣ ନୂଆ ଶିଖ ଛୁଇଁଛି । ମାସେ ଭିତରେ ବାହାରିଛି ୭୦ ହଜାର ପଜିଟିଭ୍ କେସ୍ । ମାର୍ଚ୍ଚରୁ ଅଗଷ୍ଟ (୩୦ ତାରିଖ) ଛଅ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି । ମାର୍ଚ୍ଚରୁ ଜୁଲାଇ ଭିତରେ ୩୦ ହଜାର ପାର କରିଥିଲା ସଂକ୍ରମିତଙ୍କ…

ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଓ ହୋମ୍ ଗାର୍ଡ

ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ସ୍ମଗଲର ମାନଙ୍କୁ ଛାଡି ଦେବା ଅଭିଯୋଗରେ ମୁଦୁଲିପଡା ଥାନାର ଜଣେ ଏଏସଆଇ ଓ ୨ ହୋମ୍ ଗାର୍ଡ ଗିରଫ ହୋଇଛନ୍ତି । ସୂଚନାନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ଖଇରିପୁଟ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ଏକ ଗାଡି ଭିତରେ ଗଞ୍ଜେଇ ଥିବା…

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା…

କିଟରେ ମେଗା ଡିଜିଟାଲ୍‍ ଏଚ୍‍ଆର୍‍ କନକ୍ଲେଭ

ଭୁବନେଶ୍ୱର: କିଟ୍‍ ସ୍କୁଲ୍‍ ଅଫ୍‍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍‍ ଏଚ୍‍ଆର କନ୍‍କ୍ଲେଭ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏହି ମେଗା ଏଚ୍‍ଆର କନ୍‍କ୍ଳେଭର ବିଷୟବସ୍ତୁ ‘ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରଖାଯାଇଥିବା ବେଳେ ଏହାକୁ…

ଯାଜପୁରରେ ବନ୍ୟା ବିତ୍ପାତ…

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ଆଦି ପ୍ରମୁଖ ଭୟଙ୍କର ନଦୀରେ ବନ୍ୟା । ବୈତରଣୀ ପରେ ବ୍ରାହ୍ମଣୀ ଓ ତାର ଶାଖା ଖରସ୍ରୋତା ନଦୀରେ ୧୦ ରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାସହ ଅନେକ ଗାଁ ପାଣି ଘେରରେ ରହିଛି…

୮ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ, ଓଡ଼ିଶାରେ ମୃତ୍ୟୁସଂଖ୍ୟା ୪୮୨

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୧୨ ମୁଣ୍ଡ । ୮ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱର, କଟକ, ଯାଜପୁର,…

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିଛି । ଛଅ ମାସରେ ବାହାରିଛି ଲକ୍ଷେରୁ ଅଧିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩ ହଜାର ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନ୍ରୁ ୧ ହଜାର ୮୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୧୧ ଶହ…

ଲତା ମଙ୍ଗେସକରଙ୍କ ବିଲଡିଂ ସିଲ୍

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିଲଡିଂକୁ ସିଲ୍ କରିଛି ମୁମ୍ୱାଇ ମୁନିସିପାଲ୍ କର୍ପୋରେସନ୍ (ବିଏମସି) । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ଭାବରେ ଲତାଙ୍କ ପ୍ରଭାକୁଞ୍ଜ ବାସଭବନକୁ ସିଲ୍ କରାଯାଇଛି । ଲତା ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତମାନ…