Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଳିଆରୁ ଗଜା

‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାର ସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା ।ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ । ବିଜ୍ଞାନର, ବିଶେଷକରି…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ଇ-ସାଇମୁନ୍ ଆୟୋଜିତ

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଅଷ୍ଟମ ସଂସ୍କରଣ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି। ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେର ଏକ ସହବନ୍ଧିତ କାର୍ଯ୍ୟକ୍ରମ। ଏହା…

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ୪୦ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ସୁସ୍ଥ ବି ହେଉଛନ୍ତି ଆକ୍ରାନ୍ତ । ସରକାରଙ୍କ ଫୋକସରେ ଏବେ କିଭଳି ଅଧିକ ଟେଷ୍ଟ କରାଯିବ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଲଗାତାର…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତଭାଷା, ଜୀବନଦର୍ଶନ ଉପରେ ଆଲୋଚନା ଚକ୍ର

ପୁରୀ:ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର ପୁରୀରେ ସ୍ନାତକୋତର ଅଦ୍ୱୈତବେଦାନ୍ତ ପକ୍ଷରୁ ସଂସ୍କୃତ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଭାଷା ଓ ଜୀବନ ଦର୍ଶନ ଉପରେ ଆଲୋଚନା ହୋଇଥିଲା । ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଏନଆରଏସ ତାତାଚାର୍ଯ୍ୟ…

ପତି ହନ୍ତା, ଶୋଇବା ବେଳେ ହାଣିଦେଲା ପତ୍ନୀ

ଜଗତସିଂହପୁର: ପତ୍ନୀ ସାଜିଲା ପିଶାଚିନୀ । ସ୍ୱାମୀଙ୍କୁ ମାରି ଦେଲା । ନିଜ ହାତରେ ପୋଛିଲା ନିଜ ସିନ୍ଦୁର । ଶୋଇଥିବା ବେଳେ ସ୍ୱାମୀକୁ ହାଣି ଦେଲା ସ୍ତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ…

ସିଲ ହେଲା ବୁର୍ଲା ଥାନା: ସଙ୍ଗରୋଧରେ ଥାନାର ସମସ୍ତ କର୍ମଚାରୀ

ବୁର୍ଲା: ବନ୍ଦ ହେଲା ସମ୍ବଲପୁରର ବୁର୍ଲା ଥାନା । ବୁର୍ଲା ଥାନାର ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୫ ଦିନ ପାଇଁ ଥାନାକୁ ସିଲ୍ କରାଯିବା ସହ ସାନିଟାଇଜ୍ଇଜ କରାଯାଇଥିବା ସୂଚନା ମିଳିଛି ।ସଂକ୍ରମିତ…

ଲୋକଙ୍କୁ ରୋଜଗାର ଯୋଗାଇବେ ସରକାର !

ଯାଜପୁର: ମହାମାରୀ କରୋନା ପାଇଁ ଅନେକ ଲୋକ ରୋଜଗାର ହରାଇଛନ୍ତି। ତେଣୁ ଏଭଳି ଜଟିଳ ପରିସ୍ଥିତିରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ସୁକିନ୍ଦା ଓ ଦାନଗଦି ବ୍ଲକରେ ପ୍ରତିଷ୍ଠା ହେବ ହାଚେରୀ। ଲୋକଙ୍କ ରୋଜଗାର ବଢ଼ାଇବ…

ସ୍ଵାଧୀନତା ଦିବସ ପାଳନ ପାଇଁ ଭଦ୍ରକରେ କୋହଳ ହେଲା କଟକଣା

ଭଦ୍ରକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକରେ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଛି । ଆଗକୁ ଆସୁଛି ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଳନ ପାଇଁ ଭଦ୍ରକର ସାପ୍ତାହିକ ସଟଡାଉନକୁ କୋହଳ କରାଯାଇଥିବା ନେଇ ସୂଚନା ମିଳିଛି। ଅଗଷ୍ଟ ୧୫ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ କଟକଣାକୁ…

ଆଜିଠୁ ରାୟଗଡ଼ାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ରାୟଗଡ଼ା: ଆଜିଠୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ । କରୋନା ଲକ୍ଷଣ ଥିବା ଲୋକଙ୍କର ନମୁନା ପରୀକ୍ଷା କରାଯିବ । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଜିଲ୍ଲାର ୧୧ଟି ବ୍ଲକରେ ଗଠନ କରାଯାଇଛି ୨୭ଟି ଟିମ୍ । ପ୍ରତି ବ୍ଲକ ପାଇଁ ଦୁଇଟି ଟିମ୍ । ରାୟଗଡ଼ା ଜିଲ୍ଲାପାଳ…

ପରୀକ୍ଷା ଫଳ ନେଲା ଜୀବନ: କମ୍ ମାର୍କ ରହିଥିବାରୁ ନାବାଳକର ଆତ୍ମହତ୍ୟା ଅଭିଯୋଗ

କେନ୍ଦୁଝର: ଗତକାଲି ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ । ଏଥିରେ ଆଶାନୁରୂପ ମାର୍କ ନରଖିଥିବା କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ବଡ଼ଦାଣ୍ଡ ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ପରୀକ୍ଷାର୍ଥୀଙ୍କ ନାମ ଅଭିଷେକ ମିଶ୍ର ବୋଲି ଜଣାପଡିଛି। ଖବର…