Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଂଜାମରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଷୀ ତଥା ବିଜେଡି ନେତାଙ୍କ ମୃତ୍ୟୁ

ଗଂଜାମ: ପାତ୍ରପୁର ବ୍ଲକ ଜରଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଜେଡି ନେତା ତଥା ଚାଷୀ ଦେବାଶିଷ ପାଢୀଙ୍କର ଆଜି ଟ୍ରାକ୍ଟର ତଳେ ଛାପି ହୋଇ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ମୃତ ଦେବାଶିଷଙ୍କ ଜମିରେ ଆଜି ଟ୍ରାକ୍ଟର ଯୋଗେ ଜମି ଚାଷ ହେଉଥିଲା । ତେବେ କାଦୁଅରେ ଟ୍ରାକ୍ଟରଟି ଫସି…

ଧର୍ମପଦ ସମ୍ମାନ ପାଇଲେ ୭ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗରେ ପ୍ରାୟ ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ସେମାନଙ୍କର ଆଜୀବନ ସାଧନାର ପ୍ରତୀକ ସ୍ୱରୂପ ଧର୍ମପଦ ପୁରସ୍କାର ଦିଆଯାଇଛି । ୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ବିଚାରକୁ ନିଆଯାଇ ଏକାଡେମୀର ସବୋର୍ଚ୍ଚ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ…

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୧୩୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

କରୋନା ସଂକ୍ରମଣରେ ସଫ୍ଟୱେୟାର ଇଞ୍ଜିନିୟର ମୃତ

ବ୍ରହ୍ମପୁର: ବେଙ୍ଗାଲୁରୁର ସିଏ ଟେକ୍ନୋଲୋଜିରେ କାର୍ଯ୍ୟରତ ଜଣେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ଉନା ସତ୍ୟନାରାୟଣ ରାଓ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ବଜାର ସାହିର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ…

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ଉପକଣ୍ଠରେ ଅବସ୍ଥିତ ଏକ ଫାର୍ମ ହାଉସରେ ଥିବା ପୋଖରୀରେ ବୁଡି ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ସନ୍ତୋଷ ବଳିୟାର ସିଂହ ଏବଂ ସେ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ବାସିନ୍ଦା…

ଲାଞ୍ଚ ନେଇ ଫସିଲେ ଅତିରିକ୍ତ ପ୍ରାଣୀ ଚିକିତ୍ସକ

ପୁରୀ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ପିପିଲିର ଅତିରିକ୍ତ ସହାୟକ ପ୍ରାଣୀ ଚିକିତ୍ସିକ ଶୁଭ୍ରାଂଶୁ ସାହୁ । ପ୍ରାପ୍ତ ସୂଚନାନୁଯାୟୀ, ୭୦ ହଜାର ଟଙ୍କାର ଏକ ବିଲ୍ ପାସ୍ କରାଇ ଦେବା ଲାଗି ଶ୍ରୀ ସାହୁ ପୁରୀ ଜିଲ୍ଲା ମଙ୍ଗଳପୁରର ମାଟିଆପଡା ଗ୍ରାମର…

ସେପ୍ଟେମ୍ବର ୩୦ରୁ ପିଜି ଏକକ ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପିଜିରେ ନାମ ଲେଖା ପାଇଁ ଏକକ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଅଗଷ୍ଟ ୧୨ରୁ www.samsodisha.gov.in…

କଟକରେ ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ସୋମବାର ଦିନ ୭୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩୨୦୨ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ରେ ପରୀକ୍ଷା ସରିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ…