Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର।କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ଦେଲେ ନିର୍ଦ୍ଦେଶ। ଗାଇଡ଼ଲାଇନ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ସବୁ ବର୍ଷ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପରେଡ…

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ…

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

ଯାଜପୁର: ପୋଲିସ ଡିଜି ଅଭୟ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସେ ସମୀକ୍ଷା କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଏହାସହ ଜିଲ୍ଲାରେ କୋଭିଡ୍…

କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ !

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ । ଅବ୍ୟବସ୍ଥା ଯୋଗୁଁ ଏପରି କାଣ୍ଡ ଭିଆଇ ଥିବା ଅଭିଯୋଗ ଆଣିଛନ୍ତି ଆକ୍ରାନ୍ତ। ସୂଚନାନୁସାରେ, ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା କିଛି ରୋଗୀ ହଙ୍ଗାମା କରିବା ସହ…

ଆଜିଠୁ ଭୁବନେଶ୍ୱରର ଏହି ୯ ହସ୍ପିଟାଲରେ ହେବ କରୋନା ପରୀକ୍ଷଣ

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଏମସି ଅଞ୍ଚଳରେ କୋଭିଡ ଟେଷ୍ଟକୁ ଆହୁରି ଜୋରଦାର କରାଯାଇଛି। ଆଜିଠୁ ବିଏମସିର କୋଭିଡ ଟେଷ୍ଟ ବ୍ୟବସ୍ଥାକୁ ବଢ଼ାଯିବା ନେଇ ଯୋଜନା ରଖାଯାଇଛି। ଏଥିପାଇଁ ଭୁବନେଶ୍ୱରର ୯ ଟି ସହରାଞ୍ଚଳ…

ଚାନ୍ଦବାଲିରେ ବୋମାମାଡ଼; ୩ ଦୁର୍ବୃତ୍ତ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ପାଞ୍ଚପଡ଼ା ସ୍ଥିତ ଏକ ଜଳଖିଆ ଦୋକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ। ମାତ୍ର…

ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ଵର: ବ୍ୟାପୁଛି କରୋନା । ପୂର୍ବରୁ ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ…

୧୩ ତାରିଖରେ ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷିବ !

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ । ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୩…

ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ

'ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?' ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ବା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ଶ୍ରୀଜୀଉ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ…

ଗଂଜାମରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଷୀ ତଥା ବିଜେଡି ନେତାଙ୍କ ମୃତ୍ୟୁ

ଗଂଜାମ: ପାତ୍ରପୁର ବ୍ଲକ ଜରଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଜେଡି ନେତା ତଥା ଚାଷୀ ଦେବାଶିଷ ପାଢୀଙ୍କର ଆଜି ଟ୍ରାକ୍ଟର ତଳେ ଛାପି ହୋଇ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ମୃତ ଦେବାଶିଷଙ୍କ ଜମିରେ ଆଜି ଟ୍ରାକ୍ଟର ଯୋଗେ ଜମି ଚାଷ ହେଉଥିଲା । ତେବେ କାଦୁଅରେ ଟ୍ରାକ୍ଟରଟି ଫସି…