Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କନ୍ଧମାଳ, ଅନୁଗୁଳ ଓ ଜଗତସିଂହପୁର ଆଦି ଜିଲ୍ଲାର…

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ହେବ କୋଭିଡ-୧୯ ଭାଇରସର ଜେନୋମିକ ଗବେଷଣା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ ଗବେଷଣା ଆରମ୍ଭ ହୋଇଛି। କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ…

ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ: ଏଣିକି ନିଜ ମାଟିରେ କାମ ପାଇବେ ପ୍ରବାସୀ

ଯାଜପୁର: ମହାମାରୀ କରୋନାର ପ୍ରଭାବ ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଖିବାକୁ ମିଳିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗର ଲୋକେ । ତେବେ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ କାମଧନ୍ଧା ହରାଇ ଘରକୁ ଫେରିଥିବା ପ୍ରବାସୀମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ ଏମାନଙ୍କୁ…

କରୋନା ସଂକ୍ରମଣରେ ଗଜପତିକୁ କାଟିଲା ସୁନ୍ଦରଗଡ଼

ସୁନ୍ଦରଗଡ଼: ଗଞ୍ଜାମ ପରେ ସୁନ୍ଦରଗଡ଼ ଜିଲ୍ଲା ଜୁଲାଇରେ ଚିନ୍ତା ବଢ଼ାଇଛି । ପାଞ୍ଚ ଶହ ଟିପିଛି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇରେ ଲଗାତାର ନୂଆ କେସ୍ ବାହାରିଲାଣି । ଆଜି ଚିହ୍ନଟ ୮୩ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୬ ଛୁଇଁଛି । ରାଜ୍ୟର କରୋନା…

କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୮୩ ନୂଆ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ। ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ଟି…

ଖୋଲୁଛି ଆଦିତ୍ୟଙ୍କ ମୃତ୍ୟୁ ମିଷ୍ଟ୍ରି: ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ପିପୁଲ ଫର ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସମ୍ନାକୁ ଆସୁଛି ନୂଆ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ଏକ ହତ୍ୟା କି ଆତ୍ମହତ୍ୟା ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ଆଦିତ୍ୟଙ୍କ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍

ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ କେନ୍ଦ୍ରକୁ ସାନିଜାଇଜ୍ କରିବା ପାଇଁ ବନ୍ଦ ନିଷ୍ପତ୍ତି ନେଇଛି…

ଜୁଲାଇ ୧୦ ଯାଏଁ ଓଡିଶା ହାଇକୋର୍ଟ ବନ୍ଦ

କଟକ: ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଓଡିଶା ହାଇକୋର୍ଟ ବନ୍ଦ ରହିବ। ଏନେଇ ରେଜିଷ୍ଟ୍ରାର ଦ୍ୱାରା ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ଜୁଲାଇ ୭ ଯାଏଁ ଥିବା ସଟଡାଉନ ଅବଧିକୁ ଜୁଲାଇ ୧୦ ଯାଏଁ ବୃଦ୍ଧି କରାଯାଇଛି । ଏଭଳି…

ଗଞ୍ଜାମରେ କରୋନା ନେଇଛି ୩୦ ମୁଣ୍ଡ, ସାତ ଦିନରେ କେବଳ ୧୭

ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ)…

ରାଜ୍ୟରେ ହାପ୍ ସେଞ୍ଚୁରି ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣରେ ଗୁରୁବାର ଦିନ ଆଉ ୪ଟି ପ୍ରାଣ ଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୨ ରେ ପହଞ୍ଚିଛି । କରୋନା ଡେଥ ଲିଷ୍ଟରେ ଯୋଡି ହୋଇଛି ଭଦ୍ରକ ଜିଲ୍ଲା। ଏମାନଙ୍କ ମଧ୍ୟରେ ଆଜି ଗଞ୍ଜାମରୁ ସର୍ବାଧିକ ତିନି…