Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁରରେ ବିଭତ୍ସ ହତ୍ୟାକାଣ୍ଡ: ମାଆ ମୃତ, ବାପା ଓ ଝିଅ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ଜଣଙ୍କ ଉପରକୁ ହୋଇଛି ମରଣାନ୍ତକ ଆକ୍ରମଣ। ଏଥିରେ ପ୍ରାଣ ହରାଇଛନ୍ତି ମାଆ ଓ ଗୁରୁତର ଆହତ ହୋଇଛନ୍ତି ବାପା, ଝିଅ। ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ…

ପବିତ୍ର ଶ୍ରାବଣ ସୋମବାର: ଖାଁ ଖାଁ ଲାଗୁଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରବଣ ମାସର ପ୍ରଥମ ସୋମବାର ।କରୋନା ଯୋଗୁଁ ସବୁ ଫିକା ପଡିଛି । ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟର ପ୍ରମୁଖ ଶିବାଳୟରେ ଆଜି ଶିବଙ୍କୁ ଜଳାଭିଷେକ କରିବାକୁ ଲାଗିଥାନ୍ତା କାଉଡ଼ିଆଙ୍କ ଭିଡ଼। ଏହି ସମୟରେ ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା ଜାରିଏ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପରମ୍ପରା ଅନୁଯାୟୀ ଆଜିଠାରୁ ମହାଦେବଙ୍କୁ କରାଯାଏ ଜଳାଭିଷେକ । ମାତ୍ର ଚଳିତ ଥର କରୋନା ଯୋଗୁଁ ଫିକା ପଡିଛି ସବୁକୁଛି । ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪…

ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ଭୁବନେଶ୍ୱର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ରାଧାରାଣୀ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଶନିବାର ଦିନ ତାଙ୍କୁ ବରଗଡ଼ର ଏକ ଘରୋଇ…

ସିଲ ହେଲା ଝାରସୁଗୁଡାର ୫ ନର୍ସିଂ ହୋମ

ଝାରସୁଗୁଡା: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଝାରସୁଗୁଡାର ୫ ଟି ଘରୋଇ ନର୍ସିଂହୋମ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର ଏବଂ ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ସିଲ୍ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରୋଇ ହସ୍ପିଟାଲ ପାଇଁ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଓଡିଶାର ଏହି ୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ଏସସିବିର ୭ କର୍ମଚାରୀ

କଟକ: ରବିବାର ଦିନ କଟକ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୭ ଜଣ କର୍ମଚାରୀ ।ଏନେଇ ସରକାରୀ ସୂତ୍ରରୁ ରିପୋର୍ଟ ପ୍ରକାଶ। ଏସସିବି କର୍ମଚାରୀଙ୍କ ବ୍ୟତୀତ ହସ୍ପିଟାଲର ଆଇସୋଲେସନ ୱାର୍ଡର ୪ ରୋଗୀ ଏବଂ ଶିଶୁ ଭବନର ଜଣେ ଶିଶୁ…

ରାଜ୍ୟର କରୋନା ହଟସ୍ପଟ ଜୋନରୁ କଟକ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍

କଟକ: ମହାନଗର ନିଗମ ଅଞ୍ଚଳରେ କରୋନା କେସ୍ ବଢୁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି କରିଛି ସିଏମସି । ଏଣିକି ରାଜ୍ୟର କରୋନା ହଟସ୍ପଟ୍ ଜିଲ୍ଲା ଓ ଅଞ୍ଚଳରୁ କଟକ ସହର ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏନେଇ ସିଏମସି…

କଟକରେ କରୋନା ମୁକାବିଲା ପାଇଁ ୧୫ ଜଣିଆ ଏସପିଓ ଟିମ୍ ଗଠିତ

କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ନିଷ୍ପତ୍ତି ହୋଇଛି,…

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ: ଡିଜିପି

କନ୍ଧମାଳ: କନ୍ଧମାଳରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏନ୍‌କାଉଣ୍ଟର ପାଇଁ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଏହା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ କମ୍ବିଂ ଅପରେସନ ଜୋରଦାର କରାଯିବ…