Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁର ସହର ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ବ୍ରହ୍ମପୁର: ପ୍ରତିଦିନ ରେଶମ ସହର ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହର ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ ପୁରା ସହର । ଏହି ସମୟରେ ସହରରେ ୭୦ଟି…

ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ଶ୍ରୀଜୀଉ । ଆଜି ବହାରିଛି ପ୍ରଥମ ଆଡ଼ପ ଅବଢ଼ା । ଗୁରୁବାର ସକାଳ ୫.୫୭ରେ ଦ୍ୱାର ଫିଟା ହୋଇଥିବାବେଳ ୭ଟା ରେ ମଙ୍ଗଳ ଆଳତି ଏବଂ ୮.୦୫ ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏବଂ ସକାଳ ଧୂପରେ ଆଜି ପ୍ରଥମ ଆଡ଼ପ…

ଅନୁଭୂତିରେ ଶ୍ରୀଜଗନ୍ନାଥ: ଗୋଟେ ଅଭୁଲା ପ୍ରସାଦର ଗପ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଗଲା  ଜୁଲାଇ ମାସର କଥା । କଳାହାଣ୍ଡିର ବିଶ୍ୱନାଥପୁର ରହଣିର ସେଦିନ ଶେଷ ଦିନ ଥାଏ । ସଂଜକୁ ଭୁବନେଶ୍ୱର ଫେରିବାର ଥାଏ । ପୁଣି ବସ୍ ଯୋଗେ । ବସ୍ ସଂଜ ଛଅକୁ ଛାଡ଼େ । ଆଉ ବାପୁନ ଓ ମତେ ବୁଲିବାକୁ ଯିବାର ଥାଏ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…

ରାଜ୍ୟରେ ବାତ୍ୟା ନିରୋଧକ ବିଦ୍ୟୁତ ବ୍ୟବସ୍ଥା; ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ହେବ କାର୍ଯ୍ୟ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ଯୋଗୁଁ ଓଡ଼ିଶାରେ ବିଦ୍ୟୁତ ବ୍ୟବସ୍ଥା ଓ ଭିତ୍ତିିଭୂମିର ଅତିମାତ୍ରାରେ କ୍ଷତି ଘଟିଥାଏ । ବାତ୍ୟା ସମୟରେ ବିଦ୍ୟୁତ ବ୍ୟବସ୍ଥାର କିପରି କୌଣସି ବ୍ୟାଘାତ ନ’ଘଟିବ ସେଥିଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ…

ଆଜି ରାତିରେ ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଆଜି ରାତିରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ ସେହି ଜିଲ୍ଲା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୪୧୨୩ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ପାରାଦୀପରେ ଉଦଘାଟିତ ହେଲା ପ୍ରଡ଼କ୍ଟ ଆପ୍ଲିକେସନ ଓ ଡେଭଲପମେଣ୍ଟ୍ ସେଣ୍ଟର୍‌

ପାରାଦୀପ: ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସହିତ ଅନ୍ୟ ଦେଶ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବୈପ୍ଳବିକ ପଦକ୍ଷେପ ଆଣିବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ପାରାଦୀପରେ ଉଦଘାଟିତ ହୋଇଯାଇଛି ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପମେଣ୍ଟ୍  …

ମାଲକାନଗିରି ସୀମାନ୍ତରେ ନକ୍ସଲ ଉତ୍ପାତ; ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲ ଉତ୍ପାତ କରିଥିବା ସୂଚନା ମିଳିଛି। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ସୁକମା ଜିଲ୍ଲାର କୁକନର ଥାନା ଅନ୍ତର୍ଗତ କୋତଣାଗର ଅଞ୍ଚଳରେ…

ରାଜଧାନୀରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମୋଟ ୨୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ରାଜଧାନୀର ଅଛନ୍ତି ୩୮ ଜଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ଏହି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ…