Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ

ନୂଆଦିଲ୍ଲୀ : ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ । ବ୍ରହ୍ମପୁର ଏମକେସିଜିରୁ ପାସ କରିଥିବା ଏହି ଡାକ୍ତରଙ୍କର ଆଜି ଦିନ ୧୧ଟା ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ବୟସ ୩୯ ବର୍ଷ ହେବ । ଏନଏଚ୍‌ଏସଆରସିରେ ସେ ସିନିଅର କନସଲଣ୍ଟାଟ୍ ଭାବେ କାମ…

୭୩ ଯାତ୍ରୀଙ୍କୁ ଧରି ରାଉରକେଲାରେ ପହଞ୍ଚିଲା ୨ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍

ସୁନ୍ଦରଗଡ: କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ଗୋଆର ମାଡଗାଓଁରୁ ୭୩ ଯାତ୍ରୀଙ୍କୁ ନେଇ ଆସୁଥିବା ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଦିନ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଛି। ବେଙ୍ଗାଲୁରୁରୁ ୬୪ ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍ ସକାଳ ୩ଟା ୩୦ମି.ରେ ପହଞ୍ଚିଥିବାବେଳେ ମାଡଗାଓଁରୁ ନଅ…

ନଦୀରେ ଭାସିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଉରକେଲା:ନଦୀର ପ୍ରଖର ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ନାଳରେ । ଶନିବାର ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ଧୋଉଥିବା ବେଳେ ହଠାତ ପାହାଡ ପାଣି ନାଳକୁ ମାଡି…

ଲାଲଗଡରେ ନୂଆ ଥାନା, ଉଦ୍‌ଘାଟନ କଲେ ପୋଲିସ ଡିଜି

ମାଲକାନଗିରି: ଲାଲଗଡରେ ପ୍ରତିଷ୍ଠା ହେଲା ନୂଆ ଥାନା । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି । ପୋଲିସ ଡିଜି ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏହି ଥାନାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ…

ଭାଙ୍ଗିଲା ରେକର୍ଡ, ଗୋଟିଏ ଦିନରେ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଓଡ଼ିଶା ପାଇଁ ଆସିଛି ଏକ ଭଲ ଖବର । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ…

ମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥ ନୀତି: ରଘୁନାଥ ମହାପାତ୍ର

ପୁରୀ: ଶ୍ରୀମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି । ଏନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର । ରଥ ଉପରେ ହେଉଥିବା ଅଧରପଣା ନୀତି ଓ ଛେରା ପହଁରା କେଉଁଠି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୁରୀକୁ ଚାରିପଟୁ…

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା, ସିଲ୍ ହେଲା ବ୍ଲଡ ବ୍ୟାଙ୍କ

ଭୁବନେଶ୍ୱର: ଆଜି ରାଜଧାନୀରୁ ୧୯ଟି ନୂଆ କରୋନା ମାମଲା ସମ୍ନାକୁ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକ ବ୍ୟାଙ୍କକୁ୨୪ ଘଂଟା ପାଇଁ ସିଲ୍ କରାଯାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ…

ଭୁବନେଶ୍ୱରର ଡୁମଡୁମା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି । ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…

ବର୍ଷା ସହ ବଜ୍ରପାତ ଆଶଙ୍କା: ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ…