Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘୋଷ ଯାତ୍ରା ଓଡିଆ ସ୍ୱାଭିମାନର ପ୍ରତୀକ

ମୁଁ  ଭକ୍ତ ସାଲବେଗ ନୁହେଁ, ନା ମୁଁ ବଳରାମ ଦାସ, ନା ଦାସିଆ ବାଉରୀ, ନା ଗଣମାଧ୍ୟମରେ ସିଧା ପ୍ରସାରଣର ଭାଷ୍ୟକାର, ନା ମୁଁ ମହାପ୍ରଭୁଙ୍କୁ ରତ୍ନ ବେଦୀରେ ଅଟକାଇ ଦେବି। ହେଲେ ମହାପ୍ରଭୁଙ୍କ ସଙ୍ଗେ କିଛି ନିଜର ଭାବ ଅବା ଅଭିମାନ ଥିବା ହେତୁ ଇଚ୍ଛା ହେଲା କିଛି ପରିପ୍ରକାଶ କରିବା ପାଇଁ।…

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…

ସୂର୍ଯ୍ୟ ପରାଗ : ଆକାଶରେ ଛାଇ ଆଲୁଅର ଖେଳ

ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ ଏସବୁ କେବଳ ମହାକାଶରେ ଛାଇ ଆଲୁଅର ଖେଳ । ପୃଥିବୀରୁ ଆମେ ଦୁଇ ପ୍ରକାର ଗ୍ରହଣ ଦେଖୁ । ସୂର୍ଯ୍ୟ ପରାଗ ହୁଏ ଅମାବାସ୍ୟା ଦିନ । ଚନ୍ଦ୍ରର ଛାଇ ଭିତରେ ପୃଥିବୀ ଅତିକ୍ରମ କରିବା ବେଳେ କିଛି ସମୟ ପାଇଁ ସୂର୍ଯ୍ୟ ଲୁଚିଯାଏ । ଠିକ ସେହି ଭଳି ପୂର୍ଣ୍ଣମୀରେ…

୧୦ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

ଓଡିଶାର ୫ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ସୁନ୍ଦରଗଡ, ପୁରୀ, ଜଗତସିଂହପୁର ଓ…

ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ସଠିକ୍ ନିର୍ଣ୍ଣୟ ସହ ମାର୍ଗ ପ୍ରସ୍ତୁତ କରନ୍ତୁ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ତାଙ୍କର ଶୁଣାଣି ପ୍ରଦାନ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବିଶ୍ୱ…

ରଥଯାତ୍ରା ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଛତିଶା ନିଯୋଗ ବୈଠକ ହୋଇଥିଲା । ଦୀର୍ଘ ୩ ଘଣ୍ଟା ବୈଠକ ହେବା ପରେ ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ନେଇ ମତ ପ୍ରକାଶ ପାଇଥିଲା । ପରିଚାଳାଳନା କମିଟିର ପ୍ରସ୍ତାବ ଅନୁଯାୟୀ କିପରି ବିନା ଭକ୍ତରେ ରଥଯାତ୍ରା  ହୋଇପାରିବ ସେ ନେଇ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ଟାଉନହଲଠାରେ ଶନିବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଏହି ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସଭାପତି ବସନ୍ତ…

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…