Latest Odisha News

BREAKING NEWS

Browsing Category

ଓଡିଶା

Odisha

MMDR ସଂଶୋଧନ ବିଲ୍‌-୨୦୨୬କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ମୋକିମ୍‌;ଓଡ଼ିଶାର ହକ୍‌ ପାଇଁ ରାଜରାସ୍ତାକୁ…

ଭୁବନେଶ୍ୱର: ସଂସଦରେ ପାରିତ ହୋଇଥିବା MMDR (ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬ ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ ଏକ ସିଧାସଳଖ ଆକ୍ରମଣ ଏବଂ ରାଜ୍ୟର ଗରିବ, ଖଣି ପ୍ରଭାବିତ ଆଞ୍ଚଳ ସହ ବିଶେଷ କରି ଜନଜାତିଙ୍କ ପ୍ରତି ଏକ ଐତିହାସିକ ବିଶ୍ୱାସଘାତକତା। ଏପରି…

ସେପ୍ଟେମ୍ବର ୩ରୁ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା; ଘୋଷଣା ହେଲା ଓଡ଼ିଶା ଦଳ

ଭୁବନେଶ୍ବର: ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆସନ୍ତା ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ପୋଖାରୀପୁଟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଏହି ପ୍ରତି‌ଯୋଗିତାରେ ୬ ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭାଗନେବେ। ଏଥିରେ ଉଭୟ…

ମହାନଦୀ ଅବବାହିକାରେ ବନ୍ୟା ବିପଦ: ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ

ଭୁବନେଶ୍ୱର: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ୪ ରୁ ୫ ଦିନ ପର୍ଯ୍ୟନ୍ତ ସମୟ ଲାଗିବ ଏବଂ ସେତେଦିନ ଯାଏଁ ସ୍ଥିତି ଲାଗି ରହିବ ବୋଲି ଜଳସମ୍ପଦ…

ଭଡ଼ା ଘରେ ଚାଲିଥିଲା ଦେହ ବେପାର: ଗ୍ରାହକ ଓ ଦଲାଲଙ୍କ ସମେତ ୫ ଜଣଙ୍କୁ ଧରିଲା ଜଗତସିଂହପୁର ପୋଲିସ

ଜଗତସିଂହପୁର: ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ । ସହରର ଏକ ଗୋପନ ସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବେଆଇନ କାରବାର ଉପରେ ପୋଲିସ ଅଚାନକ ଚଢ଼ାଉ କରିଛି । ଏହି ଘଟଣାରେ ଘଟଣାସ୍ଥଳରୁ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇ…

ଶ୍ରୀମନ୍ଦିର ସୁରକ୍ଷାରେ ବଡ଼ ତ୍ରୁଟି: କଡ଼ା ପହରାକୁ ଭେଦ କରି ମନ୍ଦିର ଉପରକୁ ଚଢ଼ିଗଲେ ଯୁବକ

ପୁରୀ: ଦ୍ୱାଦଶ ଶତାବ୍ଦୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସୋମବାର ଦିନ ଜଣେ ଅଚିହ୍ନା ଯୁବକ ଶ୍ରୀମନ୍ଦିରର କଡ଼ା ସୁରକ୍ଷା ବଳୟକୁ ଭେଦ କରି ସିଧାସଳଖ ମନ୍ଦିର ଉପରକୁ ଚଢ଼ିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…

ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଅଗଷ୍ଟ ୧୮ରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ…

Odisha Vigilance: ୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକ ଗିରଫ

ଭୁବନେଶ୍ବର:୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଧାନ ପାଣ୍ଠିର ଅପବ୍ୟବହାର କରି ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା…

ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା; ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି:ପତ୍ନୀ ହତ୍ୟା ମାମଲାର ବିଚାର କରି ସୋମବାର ଗଜପତି ଜିଲ୍ଲା କୋର୍ଟ ଇଲାମ ଦଳବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ସହ ୧୫ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଝିଅର ଚିକିତ୍ସାକୁ ନେଇ…

CM Visits Flood Hit Areas:ବନ୍ୟାଞ୍ଚଳକୁ ବୋଟ୍‌ରେ ବୁଲି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ;ଲୋକଙ୍କ ଦୁଃଖଦୁର୍ଦ୍ଦଶା…

ଦଶରଥପୁର:ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ଯାଜପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ।ବୋଟ୍‌ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ…

ରିଜର୍ଭ କନଷ୍ଟେବଳଙ୍କ ଝୁଲନ୍ତାଦେହ ଉଦ୍ଧାର

ଭୁବନେଶ୍ବର: ଢେଙ୍କାନାଳ ରିଜର୍ଭ ପୋଲିସରେ କାର୍ଯ୍ୟରତ କନଷ୍ଟେବଳଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଓଏସଏପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯବାନଙ୍କ ନାମ ଶଙ୍କର ପ୍ରଧାନ । ସେ ତାଙ୍କ ପରିବାର ସହ ଢେଙ୍କାନାଳ ଖମାର ସାହିର ଏକ…