Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା…

ବହି ଆଣିବାକୁ ଯାଇ ଆଉ ଫେରିଲେନି, ଦୁଇ ସ୍କୁଲ ଛାତ୍ର ନିଖୋଜ 

ପିପିଲି: ପିପିଲି ଥାନା କମଳାସାଗର ପାଟଣା ଗାଁର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଦୁଇ ଛାତ୍ର ହେଲେ ଗାଁର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ।  ଗତକାଲି ସକାଳୁ ଘରୁ…

ଚଳିତ ବର୍ଷ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ରେ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସୋମବାର ଦିନ ଯାତ୍ରା କରିଥିଲେ।…

କୋହଳ ହୋଇପାରେ କାଳିଆ ଦର୍ଶନ, ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାରେ କୋହଳ ହୋଇପାରେ । ଉଠିପାରେ କୋଭିଡ୍ ଟେନେଗିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦର୍ଶନ ବ୍ୟବସ୍ଥା ନେଇ ଏଠାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।…

ପୁରୀରେ ଗାଁଠୁ ସହର ୨୪ ଘଣ୍ଟା ପଇଁତରା ମାରିବ ପିସିଆର ଭ୍ୟାନ୍, ପାଟ୍ରୋଲିଂ କଡ଼ାକଡ଼ି

ପୁରୀ: ଅପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ପୋଲିସ । ପୁରୀ ଜିଲ୍ଲାର ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର । କଣ୍ଟ୍ରୋଲ ରୁମକୁ ଡାଏଲ କରୁଥିବା ବ୍ୟକ୍ତିଙ୍କ ପାଖରେ ତୁରନ୍ତ ପହଞ୍ଚିଯିବ ପିସିଆର ଭ୍ୟାନ୍ । ଏନେଇ ଭିତ୍ତିଭୂମିକୁ ସୁଦୃଢ…

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ…

ପୁରୀରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ପୁରୀ: ଜଳେଶ୍ୱରରୁ ବ୍ରାଉନସୁଗର ନେଇ ପୁରୀ ଆସିଥିବା ବେଳେ ଧରିଲା ଅବକାରୀ ବିଭାଗ । ପୁରୀରୁ ଦୁଇ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଫାକରୁ ଜବତ ହୋଇଛି ୨୦୦ ଗ୍ରାମ ବ୍ରାଉନସୁଗର । ଜବତ ବ୍ରାୁନସୁଗରର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଜବତ…

ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଯାୟୀ ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟା ସ୍ୱଳ୍ପ ସମୟ ବ୍ୟୟରେ କରାଯାଉଥିବା ବେଳେ ଜଳ ଏବଂ ମାନବ ଶକ୍ତି କମ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଜଗା ଦୁଆର । ୯ ମାସ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୧୨ଟା ୧୫ରେ ପୁରୀ ସର୍କିଟ ହାଉସରେ ପହଞ୍ଚିବେ । ୧୨ଟା ୪୦ରେ ସିଂହଦ୍ୱାର ନିକଟରେ ପହଞ୍ଚିବେ…

ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସଫେଇ ଅଭିଯାନ

ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ…