Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତଭାଷା, ଜୀବନଦର୍ଶନ ଉପରେ ଆଲୋଚନା ଚକ୍ର

ପୁରୀ:ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର ପୁରୀରେ ସ୍ନାତକୋତର ଅଦ୍ୱୈତବେଦାନ୍ତ ପକ୍ଷରୁ ସଂସ୍କୃତ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଭାଷା ଓ ଜୀବନ ଦର୍ଶନ ଉପରେ ଆଲୋଚନା ହୋଇଥିଲା । ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଏନଆରଏସ ତାତାଚାର୍ଯ୍ୟ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ…

ଭିଜିଲାନ୍ସ ଜାଲରେ ପୁରୀ ଓ୍ୱାଇଲ୍ଡ ଲାଇଫ ଏସିଏଫ୍, ୫ଟି ସ୍ଥାନରେ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସହକାରୀ ବନ ସଂରକ୍ଷକ । ତାଙ୍କ ନାଁ ପ୍ରଶାନ୍ତ କୁମାର ସ୍ୱାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଏସିଏଫଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ଥିବା ଘର, ବାଲିପାଟଣାରେ ଥିବା…

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ…

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା…

ପ୍ରେମିକ ସାଜିଲା ପିଶାଚ, ପ୍ରେମିକାକୁ ମାରି ପୋତିଦେଲା

ବ୍ରହ୍ମଗିରି(ପୁରୀ): ସୈତାନ ପ୍ରେମିକ । ପିଶାଚ ସାଜିଲା । ମାରିଦେଲା ପ୍ରେମକୁ । ପ୍ରେମିକାକୁ କବର ଦେଇଦେଲା । ହତ୍ୟା କରିବା ପରେ ପୋଖରୀ ହୁଡ଼ାରେ ମୃତଦେହକୁ ପୋତି ଦେଇଥିବା ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରୁ ଏଭଳି ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମନାକୁ ଆସିଛି । ହତ୍ୟାକାରୀ…

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ…

ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ…

ସୁଚିନ୍ତିତ ଯୋଜନା ଅନୁସାରେ ପୁରୀରେ ଅପରାଧକୁ ନିୟନ୍ତ୍ରଣ କରାଯିବ :ଏସପି ଅଖିଳେଶ୍ୱର ସିଂ

ପୁରୀ:ପୁରୀରେ ଅପରାଧକୁ ହାର କମାଇବା ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏସପି ଅଖିଳେଶ୍ୱର ସିଂ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିନେଇ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମୁଁ…

ଅରିନ୍ଦମ ଚୌଧୁରୀଙ୍କ ଶ୍ରୀଜଗନ୍ନାଥଙ୍କ ଉପରେ ମନ୍ତବ୍ୟ ନେଇ ଭକ୍ତମାନେ କ୍ଷୁବ୍ଧ

ପୁରୀ: ଆଇଆଇପିଏମ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ ଜଣେ ପ୍ରତିଷ୍ଠିତ ଲେଖକ । ମାତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେ ଯେଉଁ ଭଳି ଭାବେ ଉପସ୍ଥାପନ କରିଛନ୍ତି ସେଥିନେଇ ବିବାଦ ଜୋର ଧରିଛି । ଶ୍ରୀଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଡାକ୍ତରମାନେ ଯାଂଚ କରିବା ଫଟୋ ଟୁଇଟ କରି ସେ ଲେଖିଛନ୍ତି ଭକ୍ତଙ୍କୁ…