Latest Odisha News

BREAKING NEWS

Browsing Category

ପୁରୀ

Puri

ରଥଯାତ୍ରା ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ

ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ। ଯାତ୍ରୀ ପରିବହନକୁ ସୁଗମ ଓ ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ। ଏଥିଲାଗି…

ଅଣସର ପିଣ୍ଡିରେ ଗୁପ୍ତନୀତି, ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦଠାରୁ ଚତୁର୍ଥୀ ତିଥି ମଧ୍ୟରେ…

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ…

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଉ ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ୱୟ ବୈଠକ। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି…

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ରଥ ପାଇଁ ବୈଠକ, ଫୋକସରେ ଭିଡ଼ ନିୟନ୍ତ୍ରଣ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ…

ସାହି ଯାତ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ପୁରୀ:  ଶ୍ରୀକ୍ଷେତ୍ରରେ ହେବାକୁ ଥିବା ସାହିଯାତକୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ପ୍ରସ୍ତୁତି ବୈଠକ  ବାଲି ସାହି ଆଖଡାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହେବାକୁଥିବା ସାହିଯାତକୁ ଜିଲ୍ଲା ପ୍ରଶାସନ ଓ ଆଠ ସାହି ଆଖଡାର ମୁରବୀଙ୍କ ଊପସ୍ଥିତରେ ସାହିଯାତକୁ କିପରି ସରସ ସୁନ୍ଦର…

ପୁରୀରେ ଆପ ଆରମ୍ଭ କଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ

ପୁରୀ:ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପୁରୀରେ ଆରମ୍ଭ କରାଯାଇଛି ବିଜୁଳି ଆମ ଅଧିକାର କ୍ୟାମ୍ପେନ । ବେସରକାରୀ କମ୍ପାନୀକୁ ଫାଇଦାରେ ରଖିବା ପାଇଁ ବିଜେଡି ସାଧାରଣ ଲୋକଙ୍କୁ ହଇରାଣ କରୁଛି ବୋଲି ଆପ ଟାର୍ଗେଟ କରିଛି । ଅତି କମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ କରାଯିବା ପାଇଁ…

ଶ୍ରୀକ୍ଷେତ୍ର କପ କ୍ରିକେଟ ଉଦଘାଟିତ

ପୁରୀ: ବାଲିଘାଟର ଭୂଦାନ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣମେଂଟରେ ୧୬ ଟିମ ଅଂଶଗ୍ରହଣ କରୁଛନ୍ତି । ମାଆ ଜାଗେଶ୍ୱରୀ ସ୍ପୋର୍ଟିଂ ଓ କପଲ ସ୍ପୋର୍ଟିଂ ମଧ୍ୟରେ ଉଦଘାଟନୀ ମୁକାବିଲା ଆୟୋଜିତ…

ପୁରୀରେ ପାଳିତ ହେଲା ଜନ ନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ

ପୁରୀ: ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ପୁରୀ ବିଜୁ ଜନତା ଦଳ ତରଫରୁ ୪ ଶହ ବିଜେଡ଼ି କର୍ମୀଙ୍କୁ ନେଇ ୫ କିମି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ପ୍ରାକ୍ତନ ବାଚସ୍ପତି  ମହେଶ୍ୱର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ…