Latest Odisha News

BREAKING NEWS

Browsing Category

ପୁରୀ

Puri

ହାଇକୋର୍ଟରେ ପିଟିସନ୍: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

କଟକ: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ…

ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ପ୍ରଥମ ସମନ୍ୱୟ ବୈଠକରେ ନିଷ୍ପତ୍ତି

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ…

ରଥଯାତ୍ରା ନେଇ ଆଜି ବସୁଛି ସମନ୍ୱୟ କମିଟି ବୈଠକ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ନାହିଁ । କିଭଳି ପ୍ରସ୍ତୁତି କରାଯାଇଛି ? ବିସ୍ତୃତ ଭାବରେ ଆଲୋଚନା ପାଇଁ ଆଜି ପୁରୀରେ ବସୁଛି ରଥଯାତ୍ରା ସମ୍ପର୍କିତ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ଭଉଁରୀ ଯାତ୍ରା: ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ

ପୁରୀ:  ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ…

[ଦେଖନ୍ତୁ ଭିଡିଓ] ପୁରୀରେ ରାତି ଅଧିଆ GPR ସର୍ଭେ ! ଚଞ୍ଚକତା କରି ରାତି ଅଧରେ ସର୍ଭେ କରୁଥିବା ଅଭିଯୋଗ

ପୁରୀ  : ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି । ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ହେବ ଆଲୋଚନା

 ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ଏଥର ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଦଇତାପତି ନିଯୋଗ ସହ…

ଭକ୍ତଙ୍କ ପାଇଁ ଖୁସିଖବର: ଏଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ଭକ୍ତ, ଜୟ ଜଗନ୍ନାଥ

ପୁରୀ :  ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ସାଆନ୍ତେଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ।  ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।…

ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ପ୍ରଶ୍ନ କଲେ ସମ୍ବିତ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହ ଉଦବେଗ ପ୍ରକାଶ କରି କହିଛନ୍ତି, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ…

[ଦେଖନ୍ତୁ ଭିଡିଓ] ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ? ନାଟମଣ୍ଡପ ଉପରେ ଚଢୁଥିବା ବେଳେ ବଙ୍ଗୀୟ ଯୁବକ ଅଟକ

 ପୁରୀ:  ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ  ହଳଦୀଆପଡ଼ା  ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର…

[ଦେଖନ୍ତୁ ଭିଡିଓ] ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ : ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି  ।  ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ସିଂହର ଅବୟବ ମିଳିଛି । ହେଲେ ଏହା ଗୋଟିଏ ସିଂହମୂର୍ତ୍ତିର ଅବୟବ କିମ୍ବା ଦୁଇଟି ସିଂହମୂର୍ତ୍ତିର ଅବୟବ ତାହା ଅସ୍ପଷ୍ଟ ରହିଛି ।…