Latest Odisha News

BREAKING NEWS

Browsing Category

ପୁରୀ

Puri

ଖୋଲିପାରେ ଶ୍ରୀମନ୍ଦିର ! ଆସନ୍ତାକାଲି ବସିବ ବୈଠକ

ପୁରୀ : ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠଳରେ ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି…

ପୁରୀ ଶିଶୁକନ୍ୟା ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଗିରଫ

ପୁରୀ: ପୁରୀ  ଶିଶୁକନ୍ୟା ଦୁଷ୍କର୍ମ ଘଟଣା । ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ପୁରୀ ପୋଲିସର ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ଗିରଫ କରିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ…

ପୁରୀରେ ପୁଣି ଲଜ୍ଜା, ୨ ବର୍ଷର ଶିଶୁକନ୍ୟାକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ : ପୁରୀରେ ପୁଣି ଲଜ୍ଜା ।ଗୋଟିଏ ପଟେ ୫ ବର୍ଷର ଶିଶିକନ୍ୟା ଦୁଷ୍କର୍ମ ଘଟଣା ୩୬ ଘଣ୍ଟା ନପୁରୁଣି ି ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୁଣି ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଶିଶୁଟିକୁ ତାର ପିତା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । । ପୁରୀ ଟାଉନ ଥାନା ପରେ…

ପୁନଃନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ କି କୌଣସି କାରଣରୁ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ସେସବୁ ସ୍ଥାନରେ ପୂନର୍ବାର ପ୍ରାର୍ଥୀପତ୍ର…

[ଭିଡ଼ିଓ] ଯୁବ ଶିଳ୍ପୀଙ୍କ ନିଆରା କଳାକୃତି, ଆଇସକ୍ରିମ କାଠି ଚିତ୍ରକଳାରେ ସହିଦଙ୍କୁ ସମ୍ମାନ

ପୁରୀ: ସାଧ଼ାରଣତନ୍ତ୍ର ଦିବସ ଅବସରରେ ନିଆରା କଳାକୃତି । ଏହି ଦିବସ ଅବସରରେ ଦେଶବାସୀଙ୍କୁ୍ ଶୁଭେଚ୍ଛା ଜଣାଇଛନ୍ତି ଜଣେ ଯୁବ ଶିଳ୍ପୀ। ଆଇସକ୍ରିମ କାଠିରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ତିଆରି କରିଛନ୍ତି କଳାକୃତି । ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇବା ସହିତ ସହିଦଙ୍କୁୁ…

ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତକୁ ଖୋଜୁଛି ପୋଲିସ

ପୁରୀ : ପୁରୀରେ ପୁଣି ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି । ପୁରୀ ଟାଉନା ଥାନା ସିଦ୍ଧ ବକୁଳ ଲେନ୍ ଅଞ୍ଚଳରେ ଏପରି ଘଟଣା ଘଟିଛି । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଶିଶୁକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁଟିକୁ ଦୁଷ୍କର୍ମ…

[ଭିଡ଼ିଓ] ଭୋଟରଙ୍କ ଅଭିନଵ ପ୍ରତିବାଦ, ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଗୁହାର

ପିପିଲି: ଗାଁରେ ସମସ୍ୟା ମାଳ ମାଳ । ପ୍ରତିଥର ଲଗାଯାଉଛି ଗୁହାର । ହେଲେ ଶୁଣିବାକୁ କେହି ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ଭୋଟ୍ ପାଇଁ ସବୁ ହାଜର ହୋଇଯାନ୍ତି । ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ବି ଅଜାଡି ଦିଅନ୍ତି । ହେଲେ ଏବେ କିନ୍ତୁ ଗାଁର ଲୋକେ ଏକଜୁଟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ…

[ଭିଡ଼ିଓ] ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଚ୍ଛେଦ

ପୁରୀ:  ଦୀର୍ଘ ଦିନର ବିବାଦର ଅବସାନ ଘଟିଛି। ବେଆଇନ୍ ଭାବେ କରାଯାଉଥିବା କୋଣାର୍କ ଚନ୍ଦ୍ରଭାଗା ନିକଟରେ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର  ଶେଷରେ ଉଚ୍ଛେଦ ହୋଇଛି । ଏହି ନିର୍ମାଣ ବେଆଇନ୍ ହୋଇଥିବା ବେଳେ ସ୍ଥାନୀୟ ଲୋକେ ବି ଏହାକୁ ବିରୋଧ କରିଆସୁଥିଲେ। ଆଜି ଶେଷର ଏହି ନିର୍ମାଣ ବନ୍ଦ…

[ଭିଡ଼ିଓ] ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ, ୧୭୨ ଗ୍ରାମ ବ୍ରାଉନସୁଗର ଜବତ

ପୁରୀ: ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ପୁରୀ । ଆଜି ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା…

ସେନା ଦିବସରେ ଦିଆସିଲି କାଠିରେ ଟ୍ୟାଙ୍କ ତିଆରି କଲେ ଯୁବଶିଳ୍ପୀ ଶାଶ୍ୱତ

ପୁରୀ : ଦିଆସିଲି କାଠିରେ ସେନା ଦିବସର ଶୁଭେଚ୍ଛା । ଏହି ଅବସରରେ ଦେଶର ରିଅଲ ହିରୋଙ୍କୁ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ।  ଆଜି ଦେଶ ପାଳୁଛି ୭୪ ତମ ଜାତୀୟ ସେନା ଦିବସ । ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠିରେ ଏକ ଦେଶୀ ଟି -୯୦…