Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀରେ ହେବ ପଞ୍ଚତାରକା ହୋଟେଲ: ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ସିପସରୁବାଲି ଅଞ୍ଚଳରେ ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ…

ଓମିକ୍ରନକୁ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓମିକ୍ରନକୁ ନେଇ ସଚେତନତା ବାର୍ତ୍ତା । ଦେଶରେ ଏବେ କୋଭିଡର ନୂଆ ଭାରାଆଣ୍ଟା ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହ ବାଲୁକା…

୧୧ତାରିଖରୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ: ଆସନ୍ତା ୧୧ତାରିଖରୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ । ଏନେଇ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । କୋଭିଡ଼ ଗାଇଡ଼ ଲାଇନ୍ ଅନୁଯାୟୀ ସନ୍ଧ୍ୟା ୬ଟା ୩୦ରୁ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପାଇଁ ପ୍ରସ୍ତୁତି ଚାଲିଛି ।…

[ଭିଡ଼ିଓ]ଅଟୋ ଚାଳକଙ୍କ ମହାନତା, ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା

ପୁରୀ: ଅଟୋ ଚାଳକଙ୍କ ମହାନତା । ପର୍ଯ୍ୟଟକଙ୍କୁ ଫେରାଇଲେ ତାଙ୍କ ହଜିଯାଇଥିବା ଟଙ୍କା । ଏହିପରି ମାନବିକତାର ଚିତ୍ର ଆସିଛି ପୁରୀ ଜିଲ୍ଲାର ଦକ୍ଷିଣ ଦ୍ୱାର ପଟେ ଥିବା ଅଟୋ ଚାଳକ ସଂଘଙ୍କ ନିକଟରୁ । ଅଟୋ ଷ୍ଟାଣ୍ଡର ତନ୍ମୟ ସେଠୀ ଓ ଅନୁରାଧା ସାମନ୍ତରାୟ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଫେରାଇ…

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

କାକଟପୁର ନିର୍ବାଚନମଣ୍ଡଳୀରେ ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ପାଇଁ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ମୋଦି ସରକାର ବ୍ୟାପକ ଆର୍ଥୀକ ଅନୁଦାନ ସିଧାସଳଖ ଭାବେ ପଞ୍ଚାୟତକୁ ପ୍ରଦାନ କଲେ । ମାତ୍ର ବିକାଶ ପାଇଁ ପ୍ରାଜୁର୍ଯ୍ୟ ଏହି ଅର୍ଥକୁ ବ୍ୟାପକ ପାଇଁ ହରିଲୁଟ୍ କରି ଶାସକ ବିଜେଡି ଗ୍ରାମାଞ୍ଚଚଳର…

ସାବଧାନ ! ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା

ପୁରୀ: ଶ୍ରୀମନ୍ଦିରରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ଅଜ୍ଞାତ ଲୁôଟେରା । ସକ୍ରିୟ ଅଛନ୍ତି ଭଳିକିଭଳି ଚୋର । ଆଖିପିଛୁଳାକେ ଉଭାନ୍ ହେଇଯାଉଛି ମନି ପର୍ସ, ଅଳଙ୍କାର ଓ ଭ୍ୟାନିଟି ବ୍ୟାଗ୍ । ଲୁôôଟର ଶିକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ନୀରିହ ଭକ୍ତ । ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି…

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି…

ପୁଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍, ୩ ଓିମକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

ପୁରୀ: ପୁୂଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍ । ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍। ୧୧ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଏକ ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ପରେ ନିଆଯାଇଛି ପଦକ୍ଷେପ। ହୋଟେଲ ସଂଲଗ୍ନ…

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା,…