Latest Odisha News

BREAKING NEWS

Browsing Category

ପୁରୀ

Puri

ବିଶ୍ୱର ବୃହତ୍‌ ବାଲୁକା-ଗୋଲାପ ସାନ୍ତାକ୍ଲଜ୍‌

ପୁରୀ : ବଡ଼ଦିନକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥର ବାଲି ସହ ଗୋଲାଫ ଫୁଲରେ ସେ ପ୍ରସ୍ତୁତ କରିଛନ୍ତି ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡ଼ାର ସାନ୍ତାକ୍ଲଜ୍‌ । ବେଳାଭୂମିରେ ବାଲୁକା-ଗୋଲାପରେ ନିର୍ମିତ ଏହି ସାନ୍ତାକ୍ଲଜ୍‌ ବିଶ୍ବର ପ୍ରଥମ ।…

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କ ଜୀବନ

କୋଣାର୍କ(ପୁରୀ): ଭାରସାମ୍ୟ ହରାଇ ପିଟି ହେଲା ବାଇକ୍ । ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କର ଜୀବନ । ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ…

[ଭିଡ଼ିଓ] ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ଜୋରଦାର ଆନ୍ଦୋଳନ

କଳାହାଣ୍ଡି : କ୍ଷତିଗ୍ରସ୍ତ ମାନଙ୍କୁ ଟଙ୍କା ଫେରାଅ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ। ଏହି ଧମକ ଦେଇଛନ୍ତି ଜମାକାରୀ ମିଳିତ ମଞ୍ଚ । କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ତହସିଲ ଅଞ୍ଚଳର ପଞ୍ଜି ସ୍କିମ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ଦାଵିରେ ତହସିଲ ସମ୍ମୁଖରେ…

[ଭିଡ଼ିଓ] ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା: ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଦାଖଲ

ପୁରୀ: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏହା ଫରେନସିକ୍ ଲ୍ୟାବକୁ ଦିଆଯାଇଛି ଯାଞ୍ଚ ପାଇଁ । ପୋଷ୍ଟମର୍ଟମ ରିପୋର୍ଟ ମେଳ ଖାଇବା ପରେ ଚିତ୍ତ ମର୍ଡରର ପର୍ଦ୍ଦାଫାଶ ହେବ। ଯାହା…

[ଭିଡ଼ିଓ] ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ ଶୁଭାରମ୍ଭ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଆଜିଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରରେ ଚାଲିବ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଭିଆଇପି ରୋଡର ସୁବାଷ ବୋଷ ଛକରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ର ଶୁଭାରମ୍ଭ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଉଥିବା…

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା: ୪ ଜଣଙ୍କର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସଓ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଆଜି ୪ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବକୁ…

ହେଲଥକାର୍ଡ ବଣ୍ଟନକୁ ଘରୋଇ ହସ୍ପିଟାଲ୍ ସଂଘର ବିରୋଧ

ପୁରୀ: ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହେଲଥକାର୍ଡ ବଣ୍ଟନ କରୁଛନ୍ତି । ଏହି ଯୋଜନାରେ ସବୁ ଜିଲ୍ଲା ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ହେଲେ ଯୋଜନାରେ ଲୋକେ କେତେ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ଆଉ ରୋଗୀଙ୍କୁ ସୁବିଧା ଯୋଗାଇବା…

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ…