Latest Odisha News

BREAKING NEWS

Browsing Category

ପୁରୀ

Puri

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…

ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରଚାର ,ଶେଷ ଦିନରେ ଜୁନିଅର ମହାରଥୀଙ୍କ ଜୋରଦାର ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନଏସିରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗ ର ବିଭିନ୍ନ ପଞ୍ଚାୟତରେ ସଭା ସମିତି…

ଟ୍ୟାପ ଟୁ ଡ୍ରିଙ୍କ: ପୁରୀର ଗାଧୁଆ ଘରେ ଓ ନାଳରେ ଭାସି ଯାଉଛି ଆରଓ ଜଳ

ପୁରୀ: ସରକାରଙ୍କ ଟ୍ୟାପ ଟୁ ଡ୍ରିଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା । ତେବେ ଏହି ଯୋଜନା ଧିରେ ଧିରେ ବିଫଳତା ଆଡକୁ ଗତି କରୁଛି । ବିଶୁଦ୍ଧ ରିଭର୍ସ ଓସମେସିସି (ଆରଓ) ପୁରୀ ସହରର ପ୍ରାୟ ସମସ୍ତ ଘରକୁ ଯୋଗଣ ହେଉଛି । ତେବେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ବିଶୁଦ୍ଧ ପାଣି ଗାଧୁଆଘରରେ,…

ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଲୋକ ଚାହୁଁଛନ୍ତି ପରିବର୍ତ୍ତନ କହିଲେ ଧର୍ମେନ୍ଦ୍ର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି କାର୍ଯ୍ୟଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୬ତମ ଜୟନ୍ତୀ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ…

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଆଜିଠୁ ପିତୃପକ୍ଷ ଆରମ୍ଭ ,ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରେରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣିରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ…

ପକ୍ଷାଘାତରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପୁରୀ: ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରେ ବଂଚି ରହିବାକୁ ଜଣେ ୬ ବର୍ଷୀୟ ଶିଶୁ ସଂଘର୍ଷ କରୁଛି । ପୁରୀ ଜିଲ୍ଲା ଗାରୋଡିତୋଟା ଗାଁର ଗାଲେଖ ବିଶ୍ୱାଳଙ୍କ ଶିଶୁପୁତ୍ର ଆଶିଷ ପକ୍ଷାଘାତରେ ପୀଡିତ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଆଶିଷକୁ ରୋଗମୁକ୍ତ କରାଇବାରେ ତାଙ୍କ ପରିବାର ସକ୍ଷମ…