Latest Odisha News

BREAKING NEWS

Browsing Category

ପୁରୀ

Puri

ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଲୋକ ଚାହୁଁଛନ୍ତି ପରିବର୍ତ୍ତନ କହିଲେ ଧର୍ମେନ୍ଦ୍ର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି କାର୍ଯ୍ୟଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୬ତମ ଜୟନ୍ତୀ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ…

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଆଜିଠୁ ପିତୃପକ୍ଷ ଆରମ୍ଭ ,ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରେରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣିରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ…

ପକ୍ଷାଘାତରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପୁରୀ: ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରେ ବଂଚି ରହିବାକୁ ଜଣେ ୬ ବର୍ଷୀୟ ଶିଶୁ ସଂଘର୍ଷ କରୁଛି । ପୁରୀ ଜିଲ୍ଲା ଗାରୋଡିତୋଟା ଗାଁର ଗାଲେଖ ବିଶ୍ୱାଳଙ୍କ ଶିଶୁପୁତ୍ର ଆଶିଷ ପକ୍ଷାଘାତରେ ପୀଡିତ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଆଶିଷକୁ ରୋଗମୁକ୍ତ କରାଇବାରେ ତାଙ୍କ ପରିବାର ସକ୍ଷମ…

ଖୋଲିଲା ଶ୍ରୀମନ୍ଦିର ,ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶନିବାର ଖୋଲିଲା ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର  ବାମନ ଜନ୍ମ ନୀତି ଓ ବିଶ୍ୱକର୍ମାପୂଜା ପାଇଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବାମନ ରୂପୀ…

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ…

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ…